ETV Bharat / bharat

ଏଣିକି ସୋସିଆଲ ଆକାଉଣ୍ଟ ଦେବ ଲୋନ

ସୋସିଆଲ ମିଡିଆ ଆକାଉଣ୍ଟ ଦ୍ବାରା ପାଇପାରିବେ ବ୍ୟକ୍ତିଗତ ଋଣ । ପୁଣେର ଏକ କମ୍ପାନୀ ଲୋକଙ୍କୁ ସୋସିଆଲ ମିଡିଆ ଆକାଉଣ୍ଟ ଦେଖିକି ଋଣ ପ୍ରଦାନ କରୁଛି ।

ପ୍ରତିକାତ୍ମକ ଫଟୋ
author img

By

Published : May 26, 2019, 8:09 PM IST

ନୂଆଦିଲ୍ଲୀ: ଏଣିକି ଆପଣଙ୍କ ସୋସିଆଲ ମିଡିଆ ଆକାଉଣ୍ଟ ଦେବ ଲୋନ । ଏହି କଥାଟା ଶୁଣି ଆପଣଙ୍କୁ ଟିକେ ଆଶ୍ଚର୍ଯ୍ୟ ଲାଗୁଥିବ । କିନ୍ତୁ କଥାଟା ପୂରା ସତ । ସାଧାରଣତଃ ବ୍ୟାଙ୍କ ଆକାଉଣ୍ଟ, ବ୍ୟାଙ୍କ ଷ୍ଟେଟମେଣ୍ଟ, ଇନକମ ଟ୍ୟାକ୍ସ ଦେଖିକି ବ୍ୟକ୍ତିଗତ ଲୋନ ମିଳୁଥିବାବେଳେ କିନ୍ତୁ ପୁଣେର ଏକ ଘରୋଇ କମ୍ପାନୀ ସାଲାରି ଆକାଉଣ୍ଟ ଓ ସୋସିଆଲ ଆକାଉଣ୍ଟ ଦେଖିକି ଲୋନ ପ୍ରଦାନ କରୁଛି ।

କମ୍ପାନୀର ସିଇଓଙ୍କ କହିବା ଅନୁଯାୟୀ, ଆମେ ଲୋନ ଦେବା ପୂର୍ବରୁ ପାରମ୍ପରିକ କିଛି ତଥ୍ୟ ବିଶ୍ଲେଷଣ କରିବା ସହ ଲୋନ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କ ସୋସିଆଲ ମିଡିଆ ମଧ୍ୟ ଯାଞ୍ଚ କରୁ । ସୋସିଆଲ ମିଡିଆରେ ବ୍ୟକ୍ତିର ପର୍ସନାଲ, ପ୍ରଫେସନାଲ ଓ ଫାଇନାଲସିଆଲ ଡାଟା ସର୍ଚ୍ଚ କରିଥାଉ । ସେଥିରେ ବ୍ୟକ୍ତିର ଫ୍ରେଣ୍ଡ ଲିଷ୍ଟ, ଆକାଉଣ୍ଟ ଲଗିଟେଭିଟି, ଲାଇଫ ଷ୍ଟାଇଲ ଡିଟେଲ୍ସ ସାମିଲ ଥାଏ ।

ତେବେ କମ୍ପାନୀରୁ ଲୋନ ନେବାକୁ ଅନେକ ବ୍ୟକ୍ତି ଇଚ୍ଛା ପ୍ରକାଶ କରୁଥିବା କମ୍ପାନୀ ସିଇଓ କହିଛନ୍ତି ।

Intro:Body:Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.