ETV Bharat / bharat

ଆଇଆଇଟି ହଷ୍ଟେଲରେ ପଶିଲା ଗାଈ, ଖାଇଗଲା ଖାତାବହି - cow enters to hostel

ପୁଣିଥରେ ଆଇଆଇଟି ବମ୍ବେ କଲେଜରେ ଗାଈକୁ ନେଇ ଚର୍ଚ୍ଚା । ପୂର୍ବରୁ କ୍ଲାସ ରୁମରେ ଗାଈ ପଶିଥିବାବେଳେ ଏବେ ହଷ୍ଟେଲରେ ପଶିଛି ।

ଫଟୋ ସୌଜନ୍ୟ: @nagabhushab
author img

By

Published : Sep 17, 2019, 1:17 PM IST

ମୁମ୍ବାଇ: ଗାଈକୁ ନେଇ ପୁଣି ଚର୍ଚ୍ଚାରେ ବମ୍ବେ ଆଇଆଇଟି କଲେଜ । କ୍ଲାସ ରୁମ ପରେ ଏବେ ହଷ୍ଟେଲରେ ପଶିଛି ଗାଈ । ହଷ୍ଟେଲରେ ପଶିବା ସହିତ ଅଧା ପିଲାଙ୍କ ଖାତାବହି ଖାଇଯାଇଛି । ଯାହାର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ପୂର୍ବରୁ ଜୁଲାଇ ମାସରେ ଏହି କଲେଜର କ୍ଲାସ ଭିତରେ ଗାଈ ପଶି ଆସିଥିଲା । ସେହି ସମୟରେ ଜଣେ ୟୁର୍ଜସ ଭିଡିଓଟି ସେୟାର କରି କହିଥିଲେ ଭାରତରେ ଗାଈ ହୋଇ ଜନ୍ମ କୌଣସି କମ କଥା ନୁହେଁ । କାରଣ ସେମାନେ ବି ଆଇଆଇଟି ବମ୍ବେ କଲେଜକୁ ପ୍ରବେଶ କରିପାରୁଛନ୍ତି ।

bombay IIT
ଫଟୋ ସୌଜନ୍ୟ: @nagabhushab

ତେବେ ହଷ୍ଟେଲରେ ପୁଣି ଥରେ ଗାଈ ପଶିବାକୁ ନେଇ ଜଣେ ୟୁର୍ଜସ ଭିଡିଓକୁ ସେୟାର କରି କହିଛନ୍ତି, ଅନିୟନ୍ତ୍ରିତ ଜନସଂଖ୍ୟା ଯୋଗୁଁ ହଷ୍ଟେଲରେ ପୂର୍ବରୁ ବହୁ ଗୁଡାଏ କୁକୁର ଥଲେ । କିନ୍ତୁ ଗାଈ, ବଳଦ ଷଣ୍ଢକୁ ପୂର୍ବରୁ ଦେଖିବାକୁ ମିଳିନଥିବା ବେଳେ ଏହାର ମଧ୍ୟ ବୃଦ୍ଧି ହେବାରେ ଲାଗିଛି ।

ଏହି ଘଟଣାକୁ କେତେକ ଛାତ୍ରଛାତ୍ରୀ ଆଇଆଇଟି କର୍ତ୍ତୃପକ୍ଷଙ୍କୁ ମଧ୍ୟ ଜବାବ ମାଗିଥିବା ବେଳେ ସେମାନେ ଏହି କଥାକୁ ସ୍ବୀକାର କରିଛନ୍ତି ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.