ETV Bharat / bharat

ଡିସେମ୍ବର ମାସ ସୁଦ୍ଧା ଦେଶ ପାଇପାରେ କୋରୋନା ଟୀକା: ଏସଆଇଆଇ - ଏସଆଇଆଇ

ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଦେଶ କୋରୋନା ଟୀକା ‘କୋଭିଶିଲ୍ଡ’ ପାଇପାରେ ବୋଲି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ପ୍ରକାଶ କରିଛି। ଅଧିକ ପଢନ୍ତୁ

Breaking News
author img

By

Published : Oct 18, 2020, 4:40 PM IST

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ମାସ ସୁଦ୍ଧା ଦେଶ କୋରୋନା ଟୀକା ‘କୋଭିଶିଲ୍ଡ’ ପାଇପାରେ । କିନ୍ତୁ 2021 ମାର୍ଚ୍ଚ ମାସରେ ଏହି ଟିକା ବଜାରକୁ ଆସିବ ବୋଲି ସେରମ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଇଣ୍ଡିଆ (ଏସଆଇଆଇ) ପ୍ରକାଶ କରିଛି।

କୋରୋନା ଟୀକା ଉପରେ ଏକାଧିକ ନିର୍ମାତା କାର୍ଯ୍ୟ କରୁଛନ୍ତି । ଏଣୁ ଆଗାମୀ ବର୍ଷ ମାର୍ଚ୍ଚ ମାସ ସୁଦ୍ଧା ବଜାରକୁ କୋରୋନା ଟୀକା ଆସିପାରେ ବୋଲି ଡ. ଯାଦବ ଆଇସିସିଆଇଡିଡି ସହ ମିଳିତ ଭାବରେ ହିଲ ଫାଉଣ୍ଡେସନ ଦ୍ବାରା ଆୟୋଜିତ ଇଣ୍ଡିଆ ଭ୍ୟାକ୍ସିନ୍ ଆକ୍ସେସିବିଲିଟି ଇ-ସମ୍ମିଳନୀରେ କହିଛନ୍ତି।

ଏସଆଇଆଇର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ସୁରେଶ ଯାଦବ କହିଛନ୍ତି ଯେ, ଲାଇସେନ୍ସ ପାଇଁ ଡିସେମ୍ବରରୁ ମାର୍ଚ୍ଚ ମଧ୍ୟରେ ସମୟ ଆବଶ୍ୟକ ହେବ। ବର୍ତ୍ତମାନ ପୁଣେ ଭିତ୍ତିକ ଏସଆଇଆଇ କୋରୋନା ଟୀକାର ଦ୍ୱିତୀୟ ଏବଂ ତୃତୀୟ ପରୀକ୍ଷା କରୁଛି । ପରିସ୍ଥିତି ଠିକ୍ ହେବା ପରେ ଏସଆଇଆଇ ପ୍ରତିବର୍ଷ 700-800 ମିଲିୟନ ଟୀକା ଉତ୍ପାଦନ କରିପାରିବ ବୋଲି ଡ. ଯାଦବ କହିଛନ୍ତି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.