ETV Bharat / bharat

କୋରୋନା କାଳରେ ମାସ୍କ ପିନ୍ଧୁ ନଥିବା ଲୋକଙ୍କ ଅଛି କମ ବୁଦ୍ଧି: ରିପୋର୍ଟ

author img

By

Published : Jul 15, 2020, 3:37 PM IST

ଡେଲି ମେଲରେ ପ୍ରକାଶିତ ଖବର ଅନୁଯାୟୀ, ଯେଉଁମାନେ କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପିନ୍ଧିବାକୁ ମନା କରନ୍ତି ଏବଂ ସାମାଜିକ ଦୂରତା ନିୟମ ପାଳିବାକୁ ମନା କରୁଥିବା ବ୍ୟକ୍ତିଙ୍କ ଠାରେ ବୁଦ୍ଧି କମ୍ ରହିଥାଏ ।

ମାସ୍କ ପିନ୍ଧୁ ନଥିବା ଲୋକଙ୍କ ଅଛି କମ ବୁଦ୍ଧି
ମାସ୍କ ପିନ୍ଧୁ ନଥିବା ଲୋକଙ୍କ ଅଛି କମ ବୁଦ୍ଧି

ନୂଆଦିଲ୍ଲୀ: କୋରୋନା ମହାମାରୀ ସଂକ୍ରମଣ ରୋକିବାକୁ ତିନୋଟି ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ହେଉଛି ମାସ୍କ ପିନ୍ଧିବା, ହାତ ଧୋଇବା ଏବଂ ସାମାଜିକ ଦୂରତା ଅନୁସରଣ କରିବା । କିନ୍ତୁ ଯେଉଁମାନେ ଏହି ନିୟମ ମାନୁନାହାନ୍ତି, ସେମାନଙ୍କ ବୃଦ୍ଧି କମ ରହିଛି । ସେମାନେ ସ୍ବଳ୍ପ ଜ୍ଞାନସମ୍ପର୍ଣ୍ଣ ବ୍ୟକ୍ତି ହୋଇଥାନ୍ତି । ଅର୍ଥାତ୍ ସେମାନେ କମ୍ ବୁଦ୍ଧିମାନ ଅଟନ୍ତି | ଏଭଳି ରିପୋର୍ଟ କାଲିଫର୍ନିଆ ବିଶ୍ବବିଦ୍ୟାଳୟର ଏକ ଅଧ୍ୟୟନରୁ ଏହା ପ୍ରକାଶ ପାଇଛି ।

ଡେଲି ମେଲରେ ପ୍ରକାଶିତ ଖବର ଅନୁଯାୟୀ, ଯେଉଁମାନେ କୋରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ମାସ୍କ ପିନ୍ଧିବାକୁ ମନା କରନ୍ତି ଏବଂ ସାମାଜିକ ଦୂରତା ନିୟମ ପାଳିବାକୁ ମନା କରୁଥିବା ବ୍ୟକ୍ତିଙ୍କ ଠାରେ ବୁଦ୍ଧି କମ୍ ରହିଥାଏ । କେବଳ ଏତିକି ନୁହେଁ, ଏହି ଲୋକମାନଙ୍କ କ୍ଷେତ୍ରରେ ଠିକ ଏବଂ ଭୁଲ ନିଷ୍ପତି ନେବାର ମାନସିକ କ୍ଷମତା ମଧ୍ୟ ନଥାଏ ବୋଲି ଏହି ସର୍ଭେ ରିପୋର୍ଟରେ କୁହାଯାଇଛି ।

ଏହି ନିୟମ ମାନୁ ନଥିବାରୁ ସେହି ବ୍ୟକ୍ତିଙ୍କ ଠାରେ ସ୍ମୃତିଶକ୍ତି ଏବଂ ମନର ସ୍ଥିତି ଉପରେ ଜଣାପଡିଥାଏ । ମସ୍ତିଷ୍କର ଯେଉଁ ଅଂଶରେ ଏହି ନିଷ୍ପତି ନିଆଯାଏ ସେହି ଅଂଶ ସେମାନଙ୍କର ଦୁର୍ବଳ ହୋଇଥାଏ ।

କାଲିଫର୍ନିଆ ବିଶ୍ବବିଦ୍ୟାଳୟର ବିଶେଷଜ୍ଞମାନେ 850 ଜଣ ଆମେରିକୀୟ ନାଗରିକଙ୍କ ଉପରେ ଏହି ସର୍ଭେ କରି ଦେଖିଛନ୍ତି ଯେ, ଯେଉଁମାନଙ୍କର ଭଲ ବୁଦ୍ଧି ଅଛି, ସେମାନେ କେରୋନା ଭାଇରସ ସହ ଜଡିତ ଥିବା ସମସ୍ତ ନିୟମକୁ ସଠିକ୍ ଭାବରେ ପାଳନ କରୁଛନ୍ତି | ଅର୍ଥାତ୍ ଏହି ଲୋକମାନେ ବୁଦ୍ଧିମାନ ଅଟନ୍ତି । ଆଉ ଯେଉଁମାନେ ତାହା କରୁନାହାଁନ୍ତି, ସେମାନଙ୍କର କମ ବୁଦ୍ଧି ରହିଛି ।

For All Latest Updates

TAGGED:

f
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.