ETV Bharat / bharat

କର୍ଣ୍ଣାଟକରେ ମୋଟ କୋରୋନା ଆକ୍ରାନ୍ତ 214, ହରିୟାଣାରେ 163 - ହରିୟାଣା କୋରୋନା ନ୍ୟୁଜ

କର୍ଣ୍ଣାଟକରେ 7 ନୂଆ ଆକ୍ରାନ୍ତ ଚିହ୍ନଟ । ଗତ ଶୁକ୍ରବାର ସଂନ୍ଧ୍ୟା 5ଟାରୁ ଶନିବାର ଅପରାହ୍ନ 12ଟା ମଧ୍ୟରେ କର୍ଣ୍ଣାଟକରେ 5 ନୂଆ ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ କର୍ଣ୍ଣାଟକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 214 ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

corona upadate
କର୍ଣ୍ଣାଟକରେ ମୋଟ କୋରୋନା ଆକ୍ରାନ୍ତ 214
author img

By

Published : Apr 11, 2020, 4:07 PM IST

ବେଙ୍ଗାଲୁରୁ: କର୍ଣ୍ଣାଟକରେ 7 ନୂଆ ଆକ୍ରାନ୍ତ ଚିହ୍ନଟ । ଗତ ଶୁକ୍ରବାର ସଂନ୍ଧ୍ୟା 5ଟାରୁ ଶନିବାର ଅପରାହ୍ନ 12ଟା ମଧ୍ୟରେ କର୍ଣ୍ଣାଟକରେ 5 ନୂଆ ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ କର୍ଣ୍ଣାଟକ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 214 ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

ତେବେ ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ 37 ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ 6 ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା କର୍ଣ୍ଣାଟକ ସ୍ବାସ୍ଥ୍ୟ ବିଭାଗ ସୂଚନା ଦେଇଛନ୍ତି ।

ସେହିପରି ହରିୟାଣାରେ ବର୍ତ୍ତମାନ ସୁଦ୍ଧା 163 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରେ 6 ଜଣ ଶ୍ରୀଲଙ୍କା, ଜଣେ ନେପାଳ, ଜଣେ ଥାଇଲାଣ୍ଡ, ଜଣେ ଦକ୍ଷିଣ ଆଫ୍ରିକା ଏବଂ ଜଣେ ଇଣ୍ଡୋନେସିଆର ନାଗରିକ ଥିବା ଜଣାପଡିଛି । ଏଥିସହ 64 ଆକ୍ରାନ୍ତ ଅନ୍ୟ ରାଜ୍ୟର ଥିବା ଜଣାପଡିଛି । ତେବେ ହରିୟାଣାରେ କୋରୋନା ମୃତ୍ୟୁ ସଂଖ୍ୟା 2ରେ ପହଞ୍ଚିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.