ETV Bharat / bharat

କୋରୋନା ଆତଙ୍କ: 24 ଘଣ୍ଟାରେ 6654 ନୂଆ ପଜିଟିଭ, 137 ମୃତ

author img

By

Published : May 23, 2020, 10:03 AM IST

କୋରୋନା ଅପଡେଟ
କୋରୋନା ଅପଡେଟ

09:08 May 23

କୋରୋନା ଆତଙ୍କ: 24 ଘଣ୍ଟାରେ 6654 ନୂଆ ପଜିଟିଭ, 137 ମୃତ

ଦେଶରେ ଥମୁନାହିଁ କରୋନାର ଆତଙ୍କ । ବଢିଚାଲିଛି ଆକ୍ରାନ୍ତଙ୍କ ସଂଖ୍ୟା । କୋରୋନା ଯୋଗୁଁ ଗତ 24 ଘଣ୍ଟା ମଧ୍ୟରେ ଦେଶରେ 137 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ 6654ଟି ନୂଆ ମାମଲା ସାମ୍ନାକୁ ଆସିଛି । ଏହାକୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା 125101ରେ ପହଞ୍ଚିଛି । ସେହିପରି କୋରୋନାରେ ବର୍ତ୍ତମାନସୁଦ୍ଧା ମୋଟ 3720 ଜଣଙ୍କର ମୃତ୍ୟୁ ହୋଇସାରିଲାଣି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.