ETV Bharat / bharat

ଦେଶର 24 ଘଣ୍ଟାରେ 3277 କୋରୋନା ପଜିଟିଭ, 127 ମୃତ୍ୟୁ ରେକର୍ଡ

author img

By

Published : May 10, 2020, 11:35 AM IST

Updated : May 10, 2020, 11:49 AM IST

10:58 May 10

ଦେଶର 24 ଘଣ୍ଟାରେ 3277 କୋରୋନା ପଜିଟିଭ, 127 ମୃତ୍ୟୁ ରେକର୍ଡ

ଦେଶର 24 ଘଣ୍ଟାରେ 3277 କୋରୋନା ପଜିଟିଭ, 127 ମୃତ୍ୟୁ ରେକର୍ଡ
ଦେଶର 24 ଘଣ୍ଟାରେ 3277 କୋରୋନା ପଜିଟିଭ, 127 ମୃତ୍ୟୁ ରେକର୍ଡ

ନୂଆଦିଲ୍ଲୀ: ଦେଶରେ ଗତ 24 ଘଣ୍ଟା ମଧ୍ୟରେ 3277 କୋରୋନା ପଜିଟିଭ ଓ 127ଟି ମୃତ୍ୟୁ ରେକର୍ଡ କରାଯାଇଛି । ଫଳରେ ଦେଶର ମୋଟ ପଜିଟିଭ ସଂଖ୍ୟା 62939କୁ ବୃଦ୍ଧି ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା 2109ରେ ପହଞ୍ଚିଛି । ସେହିପରି ବର୍ତ୍ତମାନ ସୁଦ୍ଧା 41472 ଜଣ ଚିକିତ୍ସିତ ହେଉଥିବା ବେଳେ 19358 ଜଣ ସୁସ୍ଥ ହୋଇଥିବା ଜଣାପଡିଛି । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

ମହାରାଷ୍ଟ୍ରରେ ସର୍ବାଧିକ 20228 ଜଣ କୋରୋନା ପଜିଟିଭ ଚିହ୍ନଟ କରାଯାଇଥିବା  ବେଳେ ଗୁଜୁରାଟରେ 7796, ଦିଲ୍ଲୀରେ 6542, ତାମିଲନାଡୁରେ 6535, ରାଜସ୍ଥାନରେ 3708, ମଧ୍ୟପ୍ରଦେଶରେ 3614, ଉତ୍ତରପ୍ରଦେଶରେ 3373 , ଆନ୍ଧ୍ରପ୍ରଦେଶରେ 1930,  ତେଲେଙ୍ଗାନା 1163, କର୍ଣ୍ଣାଟକରେ  794 ଓ କେରଳରେ 505 ରହିଛି ।

ସେହିପରି ମହାରାଷ୍ଟ୍ରରେ ସର୍ବାଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମହାରାଷ୍ଟ୍ରରେ 779 ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଗୁଜୁରାଟରେ 472, ମଧ୍ୟପ୍ରଦେଶରେ 215, ଦିଲ୍ଲୀରେ 73, ଆନ୍ଧ୍ରପ୍ରଦେଶରେ 44, ତାମିଲନାଡୁରେ 44, କର୍ଣ୍ଣାଟକରେ ଓ ତେଲେଙ୍ଗାନାରେ 30 ଜଣଙ୍କ ମୃତ୍ୟୁ ହୋଇଛି ।

Last Updated : May 10, 2020, 11:49 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.