ETV Bharat / bharat

ଭାଇରସ ସହ ବସକୁ ଚଢିଲେ ମହିଳା ଯାତ୍ରୀ, କ୍ବାରେଣ୍ଟାଇନକୁ ଗଲେ 37 - ଭୋପାଳର ଏକ ବିପଦପୂର୍ଣ୍ଣ ବସ୍ ଯାତ୍ରା

ଭୋପାଳର ଏକ ବିପଦପୂର୍ଣ୍ଣ ବସ୍ ଯାତ୍ରାକୁ ନେଇ ଅକାଳରେ ପଡିଛି ସ୍ଥାନୀୟ ପ୍ରଶାସନ। ରବିବାର ଦିନ ମଧ୍ୟପ୍ରଦେଶସ୍ଥିତ ଦାମୋହ୍ ଠାରେ ଯାତ୍ରୀମାନଙ୍କୁ ନେଇ ଏକ ବସ ଗଡିଥିଲା। ଏହି ବସ୍ ମଧ୍ୟରେ ଜଣେ ପଜିଟିଭ୍ ଲକ୍ଷଣ ଥିଵା ମହିଳା ଯାତ୍ରା କରିଥିବା ହେତୁ ସମୁଦାୟ ଵସର ୩୭ଜଣ ଯାତ୍ରୀମାଙ୍କୁ କ୍ଵାରେନଣ୍ଟାଇନ୍ ସେଣ୍ଟରକୁ ପଠାଇ ଦିଆଯାଇଛି।

ଭାଇରସ ସହ ବସକୁ ଚଢିଲେ ମହିଳା ଯାତ୍ରୀ, କ୍ବାରେଣ୍ଟାଇନକୁ ଗଲେ 37

author img

By

Published : May 18, 2020, 12:44 PM IST

ରାଞ୍ଚି: ଭୋପାଳର ଏକ ବିପଦପୂର୍ଣ୍ଣ ବସ୍ ଯାତ୍ରାକୁ ନେଇ ଅକାଳରେ ପଡିଛି ସ୍ଥାନୀୟ ପ୍ରଶାସନ। ରବିବାର ଦିନ ମଧ୍ୟପ୍ରଦେଶସ୍ଥିତ ଦାମୋହ୍ ଠାରେ ଯାତ୍ରୀମାନଙ୍କୁ ନେଇ ଏକ ବସ ଗଡିଥିଲା। ଏହି ବସ୍ ମଧ୍ୟରେ ଜଣେ ପଜିଟିଭ୍ ଲକ୍ଷଣ ଥିଵା ମହିଳା ଯାତ୍ରା କରିଥିବା ହେତୁ ସମୁଦାୟ ଵସର ୩୭ଜଣ ଯାତ୍ରୀମାଙ୍କୁ କ୍ଵାରେନଣ୍ଟାଇନ୍ ସେଣ୍ଟରକୁ ପଠାଇ ଦିଆଯାଇଛି।

ଏଥିରେ ଯାତ୍ରା କରିଥିବା ମହିଳା କୋଭିଡ୍ -19 ପରୀକ୍ଷା ପାଇଁ ସ୍ୱାବ୍ ନମୂନା ଦେବା ପରେ ଏହି ବସ୍ ମଧ୍ୟକୁ ଆସିଥିଲେ। ଯାତ୍ରୀମାନଙ୍କ ସହିତ ମିଶି 270 କିଲୋମିଟର ଯାତ୍ରା କରିଥିଲେ। ଦାମୋହର ସ୍ୱାସ୍ଥ୍ୟ ଅଧିକାରୀ ତୁଲସା ଠାକୁର ନିର୍ଦ୍ଦିଷ୍ଟ କରିଥିଲେ ଯେ, ରୋଗୀଙ୍କୁ ତାଙ୍କ ପରୀକ୍ଷା ରିପୋର୍ଟ ଆସିବା ପର୍ଯ୍ୟନ୍ତ ବସ୍‌ରେ ଯିବାକୁ ଅନୁମତି ଦିଆଯିବା ଉଚିତ ନୁହେଁ।

ଉକ୍ତ ମହିଳାଙ୍କ ସମ୍ପର୍କରେ ସୂଚନା ପାଇବା ମାତ୍ରେ ସ୍ଥାନୀୟ ପ୍ରଶାସନ ପକ୍ଷରୁ ଚେକପୋଷ୍ଟକୁ ଯାଇ ବସକୁ ଅପେକ୍ଷା କରାଯାଇଥିଲା। ତେଵେ ବସକୁ ଅଟକା ଯିବା ପରେ ଦାମୋହର ଏକ କ୍ୟାରେଣ୍ଟାଇନ୍ ସେଣ୍ଟରକୁ ଯାତ୍ରୀମାନଙ୍କୁ ପଠାଯାଇଥିଲା ବୋଲି ଡକ୍ଟର ଠାକୁର କହିଛନ୍ତି।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.