ETV Bharat / bharat

କୋରୋନା ଭୟ: ହାଇଦ୍ରାବାଦରେ ଡୋର-ଟୁ-ଡୋର ସ୍କ୍ରିନିଂ ଆରମ୍ଭ - ହାଇଦ୍ରବାଦରେ ଡୋର-ଟୁ-ଡୋର ସ୍କ୍ରିନିଂ

ତେଲେଙ୍ଗାନାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ପହଞ୍ଚିଛି । ଯାହାକୁ ନେଇ ହାଇଦ୍ରବାଦରେ ଡୋର-ଟୁ-ଡୋର ସ୍କ୍ରିନିଂ ଆରମ୍ଭ ହୋଇଛି ।

door to door screening
ହାଇଦ୍ରବାଦରେ ଡୋର-ଟୁ-ଡୋର ସ୍କିନିଙ୍ଗ୍ ଆରମ୍ଭ
author img

By

Published : Mar 19, 2020, 12:38 PM IST

Updated : Mar 19, 2020, 3:35 PM IST

ହାଇଦ୍ରାବାଦ: କୋରୋନାକୁ ନେଇ ସମଗ୍ର ଦେଶରେ କୋକୁଆ ଭୟ ଖେଳିଯାଇଛି । ତେବେ ବର୍ତ୍ତମାନ ସମଗ୍ର ଦେଶରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 166 ପହଞ୍ଚିଛି । ଏହା ମଧ୍ୟରେ ତେଲେଙ୍ଗାନାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13ରେ ପହଞ୍ଚିଛି । ଯାହାକୁ ନେଇ ହାଇଦ୍ରାବାଦରେ ଡୋର-ଟୁ-ଡୋର ସ୍କ୍ରିନିଂ ଆରମ୍ଭ ହୋଇଛି ।

ତେବେ ଯେଉଁମାନେ ନିକଟରେ ବିଦେଶ ଯାଇ ଫେରିଛନ୍ତି ସେମାନଙ୍କୁ ଚିହ୍ନଟ କରାଯାଇ ମୁନିସିପାଲିଟି କର୍ମଚାରୀଙ୍କ ଡୋର-ଟୁ-ଡୋର ସ୍କ୍ରିନିଂ ଆରମ୍ଭ କରାଯାଇଥିବା ଗ୍ରେଟର ହାଇଦ୍ରାବାଦ ମ୍ୟୁନିସିପାଲ କର୍ପୋରେସନ ସୂଚନା ଦେଇଛନ୍ତି । ତେବେ ପାସପୋର୍ଟକୁ ଟ୍ରେସ କରାଯାଇ କୋରୋନା ଆକ୍ରାନ୍ତଙ୍କ ସହ ସେମାନଙ୍କ ଠିକଣା ଚିହ୍ନଟ କରାଯାଉଛି ।

ପ୍ରକାଶ ଥାଉକି, ସମଗ୍ର ବିଶ୍ବରେ କୋରୋନା ସଂକ୍ରମିତ ସଂଖ୍ୟା ଦୁଇ ଲକ୍ଷକୁ ଟପିଛି । ଅନ୍ୟପଟେ ମୃତ୍ୟୁ ସଂଖ୍ୟା 8312ରେ ପହଞ୍ଚିଛି । ଏହାସହ ଏହି କୋରୋନା କବଳରୁ 83 ହଜାର 230 ଜଣ ଆରୋଗ୍ୟ ହୋଇଛନ୍ତି । ବିଶ୍ବର 170ରୁ ଉର୍ଦ୍ଧ୍ବ ଦେଶରେ କୋରୋନାର ଆତଙ୍କ ଜାରି ରହିଛି ।

Last Updated : Mar 19, 2020, 3:35 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.