ETV Bharat / bharat

ପିଏମ କେୟାର୍ସକୁ 100କୋଟି ଦେବେ SBIର 2.56 ଲକ୍ଷ କର୍ମଚାରୀ

author img

By

Published : Mar 31, 2020, 5:42 PM IST

COVID-19 ବିରୋଧୀ ଲଢେଇରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପ୍ରାୟ 2,56,000 କର୍ମଚାରୀ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିକୁ ଦୁଇ ଦିନର ଦରମା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଅଧିକ ପଢନ୍ତୁ...

sbi
sbi

ନୂଆଦିଲ୍ଲୀ: COVID-19 ବିରୋଧୀ ଲଢେଇରେ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ପ୍ରାୟ 2,56,000 କର୍ମଚାରୀ ପ୍ରଧାନମନ୍ତ୍ରୀଙ୍କ ଜାତୀୟ ରିଲିଫ ପାଣ୍ଠିକୁ ଦୁଇ ଦିନର ଦରମା ଦେବା ପାଇଁ ନିଷ୍ପତ୍ତି ନେଇଛନ୍ତି।

ଏହି ସାମୂହିକ ପ୍ରୟାସ ସହିତ, କୋରୋନା ଭାଇରସ୍ ମହାମାରୀର ମୁକାବିଲା ପାଇଁ ପିଏମ କେୟାର୍ସ ପାଣ୍ଠିକୁ 100 କୋଟି ଟଙ୍କା ଦାନ କରାଯିବ ବୋଲି SBI ପକ୍ଷରୁ କୁହାଯାଇଛି ।

ଏସବିଆଇର ଅଧ୍ୟକ୍ଷ ରଜନୀଶ କୁମାର ଏକ ବିବୃତ୍ତିରେ କହିଛନ୍ତି: "ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ପାଇଁ ଏହା ଗର୍ବର ବିଷୟ ଯେ ଆମର ସମସ୍ତ କର୍ମଚାରୀ ସ୍ୱେଚ୍ଛାକୃତ ଭାବେ ପିଏମ କେୟାର୍ସ ପାଣ୍ଠିରେ ସେମାନଙ୍କର ଦୁଇ ଦିନର ଦରମା ଦେବାକୁ ଆଗେଇ ଆସିଛନ୍ତି |

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.