ETV Bharat / bharat

କୋରୋନା କାଳ, ଆମେରିକାରେ 1ଲକ୍ଷ 50 ହଜାର ମୃତ - କୋରୋନା ମହାମାରୀ

ପୁରା ବିଶ୍ବକୁ ଗ୍ରାସ କରିଛି କୋରୋନା ମହାମାରୀ । ଏବେ ସୁଦ୍ଧା ସଂକ୍ରମଣ 1 କୋଟି 940 ହଜାର 174ରେ ପହଞ୍ଚିଥିବା ବେଳେ ମୃତ୍ୟୁର ଗ୍ରାଫ ମଧ୍ୟ ବଢିବାରେ ଲାଗିଛି । ପ୍ରାଣଘାତୀ ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା । ଅଧିକ ଖବର ପଢନ୍ତୁ...

କୋରୋନା କାଳ: ଆମେରିକାରେ 1ଲକ୍ଷ 50 ହଜାର ମୃତ
କୋରୋନା କାଳ: ଆମେରିକାରେ 1ଲକ୍ଷ 50 ହଜାର ମୃତ
author img

By

Published : Jul 30, 2020, 2:11 PM IST

ୱାଶିଂଟନ: ପୁରା ବିଶ୍ବକୁ ଗ୍ରାସ କରିଛି କୋରୋନା ମହାମାରୀ । ଏବେ ସୁଦ୍ଧା ସଂକ୍ରମଣ 1 କୋଟି 940 ହଜାର 174ରେ ପହଞ୍ଚିଥିବା ବେଳେ ମୃତ୍ୟୁର ଗ୍ରାଫ ମଧ୍ୟ ବଢିବାରେ ଲାଗିଛି । ମୃତ୍ୟୁ ସଂଖ୍ୟା ମଧ୍ୟ 6 ଲକ୍ଷ ପାର କରିଛି । ସେହିଭଳି ଆରୋଗ୍ୟ ସଂଖ୍ୟା ମଧ୍ୟ ଉନ୍ନତ ରହିଛି । ହେଲେ ଏହି ପ୍ରାଣଘାତୀ ମହାମାରୀରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ଶକ୍ତିଶାଳୀ ରାଷ୍ଟ୍ର ଆମେରିକା ।

ଏଯାବତ ଆମେରିକାରେ 44 ଲକ୍ଷ ଉପରେ ସଂକ୍ରମଣଙ୍କ ସଂଖ୍ୟା ଥିବା ବେଳେ ମୃତ୍ୟୁ ସଂଖ୍ୟା ଟପିଛି ଲକ୍ଷେ 50 ହଜାର । ବେଶି ଉଦବେଗଜନକ କଥା ହେଉଛି ଏକ ସରକାରୀ ରିପୋର୍ଟ ହିସାବରେ ଫେବୃଆରୀ 29 ରେ ଆମେରିକାରେ ଗଡିଥିଲା ପ୍ରଥମ ମୁଣ୍ଡ । ସେହିଭଳି 54 ଦିନରେ ଦେଶ ମହାମାରୀରେ ଏକାଥରକେ 50 ହଜାର ମୃତ୍ୟୁ ଦେଖିଥିଲା।

ଅନ୍ୟପଟେ ଏପ୍ରିଲ 23ରୁ 34 ଦିନ ମଧ୍ୟରେ ଯଥା ମେ 27 ବେଳକୁ ଏକ ଲକ୍ଷ ପାର କଲା ମୃତ୍ୟୁ ସଂଖ୍ୟା । ଆଉ ଏହାର ଠିକ 63 ଦିନ ମଧ୍ୟରେ 50 ହଜାର ମୁଣ୍ଡ ଗଡି ଏବେ ଦେଶରେ ମୃତ୍ୟୁ ସଂଖ୍ୟା ଦେଢଲକ୍ଷରେ ପହଞ୍ଚିଛି ।

ସୌଜନ୍ୟ-@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.