ETV Bharat / bharat

କୋରୋନା ଭାଇରସ୍‌: ଆକ୍ରାନ୍ତଙ୍କ ସଂଖ୍ୟା 415କୁ ବୃଦ୍ଧି

author img

By

Published : Mar 23, 2020, 11:17 AM IST

ଭାରତରେ 415 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ । ଗତକାଲି ଏହା 386 ଥିବାବେଳେ ସୋମବାର 10ଟା ସୁଦ୍ଧା ଆସିଥିବା ଖବର ଅନୁସାରେ ଏହା 415ରେ ପହଞ୍ଚିଛି ।

covid 19
କୋରୋନା ଭାଇରସ୍‌: ଆକ୍ରାନ୍ତଙ୍କ ସଂଖ୍ୟା 415କୁ ବୃଦ୍ଧି

ନୂଆଦିଲ୍ଲୀ: ଭାରତରେ ଧିରେ ଧିରେ ନିଜର କାୟା ବିସ୍ତାର କରୁଛି କୋରୋନା । ସଦ୍ୟ ମିଳିଥିବା ରିପୋର୍ଟ ଅନୁସାରେ, ଭାରତରେ 415 ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଗତକାଲି ଏହା 386 ଥିବାବେଳେ ସୋମବାର 10ଟା ସୁଦ୍ଧା ଆସିଥିବା ଖବର ଅନୁସାରେ ଏହା 415ରେ ପହଞ୍ଚିଛି ।

17, 493 ଜଣଙ୍କର ରକ୍ତ ନମୂନା ପରୀକ୍ଷା ହୋଇଥିବାବେଳେ ସେଥିରୁ 415 ଜଣ ପଜେଟିଭ୍‌ ଆସିଛନ୍ତି । ସେହିପରି 23 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । 7 ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ 15,17,327 ଜଣଙ୍କ ବିମାନବନ୍ଦରରେ ସ୍କ୍ରିଂନି ହୋଇଥିବା ସୂଚନା ମିଳିଛି ।

ସୂଚନାଥାଉକି, କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ହେଉଥିବା ଦେଖି ସରକାର 22 ରାଜ୍ୟର 75 ଜିଲ୍ଲାକୁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି । ଅନ୍ୟପଟେ କିଛି ଲୋକେ ଲକ୍‌ଡାଉନ୍‌କୁ ମାନୁନଥିବା ଦର୍ଶାଇ ଏହାକୁ ଗୁରୁତର ସହ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.