ETV Bharat / bharat

11 ବର୍ଷ ପୁରୁଣା  RDX ଜବତ ମାମଲାରେ 10 ଜଣଙ୍କୁ ଆଜୀବନ କାରାଦଣ୍ଡ

ବାରମେର ଜିଲ୍ଲାର ଏକ କୋର୍ଟ 10 ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆତଙ୍କବାଦୀ ସଂଗଠନ ବବର ଖାଲସା ପାଇଁ ପାକିସ୍ତାନରୁ ଆରଡିଏକ୍ସ ସାମଗ୍ରୀ ଆଣିବା ମାମଲାରେ ବାରମେର ଜିଲ୍ଲା କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି । ଅଧିକ ପଢନ୍ତୁ...

11 ବର୍ଷ ପୁରୁଣା ମାମଲାରେ 10 ଜଣଙ୍କୁ ଆଜୀବନ କାରାଦଣ୍ଡ, ଜବତ ହୋଇଥିଲା RDX

author img

By

Published : Aug 25, 2020, 9:06 PM IST

ଜୟପୁର: ପ୍ରାୟ 11 ବର୍ଷ ପୁରୁଣା ମାମଲାରେ ବାରମେର ଜିଲ୍ଲାର ଏକ କୋର୍ଟ 10 ଜଣଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଆତଙ୍କବାଦୀ ସଂଗଠନ ବବର ଖାଲସା ପାଇଁ ପାକିସ୍ତାନରୁ ଆରଡିଏକ୍ସ ସାମଗ୍ରୀ ଆଣିବା ମାମଲାରେ ବାରମେର ଜିଲ୍ଲା କୋର୍ଟ ଏହି ଦଣ୍ଡାଦେଶ ଶୁଣାଇଛନ୍ତି ।

ଦୀର୍ଘ ଦିନ ଧରି ପ୍ରତିରକ୍ଷା ଏବଂ ସରକାରୀ ଆଇନଜୀବୀଙ୍କ ମଧ୍ୟରେ ଏହି ବିବାଦ ଚାଲିଥିଲା । ଏହାପରେ ବିଚାରପତି ରାୟ ସଂରକ୍ଷିତ ରଖିଥିବା ବେଳେ ମଙ୍ଗଳବାର ଏହା ପ୍ରକାଶ ପାଇଛି । ଏହି ମାମଲାରେ 10 ଜଣ ଅଭିଯୁକ୍ତ ବିସ୍ଫୋରକ ଅଧିନିୟମ ଏବଂ ଅସ୍ତ୍ରଶସ୍ତ୍ର ନିୟମ ଅନୁଯାୟୀ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାଦଣ୍ଡରେ ଦଣ୍ଡିତ ହୋଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.