ETV Bharat / bharat

ଦେଶକୁ ନୂଆ ସମ୍ବିଧାନ ଆବଶ୍ୟକ: କାଟଜୁ - country

କାଟଜୁ କହିଛନ୍ତି ସୁପ୍ରିମକୋର୍ଟର ପୂର୍ବ ନ୍ୟାୟଧୀଶ ମାର୍କେଣ୍ଡେୟ କାଟଜୁ । ସେ କହିଛନ୍ତି ଯେ, ଦେଶରେ ଆଧୁନିକ ସଂସ୍ଥାନ ଏବଂ ଆଧୁନିକ ସମାଜର ମଧ୍ୟ ଆବଶ୍ୟକତା ରହିଛି  ।

ଫଟୋ ସୌଜନ୍ୟ:ସୋସିଆଲ ମିଡିଆ
author img

By

Published : Feb 3, 2019, 12:26 PM IST

ଡେରାଡୁନ: ଦେଶର ଅବ୍ୟବସ୍ଥାକୁ ନେଇ କାଟଜୁଙ୍କ ବୟାନ । ଦେଶର ଅଭିବୃଦ୍ଧି ନିମନ୍ତେ ଏକ ନୂଆ ସମ୍ବିଧାନର ଆବଶ୍ୟକତା ରହିଛି । ଏଭଳି କହିଛନ୍ତି ସୁପ୍ରିମକୋର୍ଟର ପୂର୍ବ ନ୍ୟାୟଧୀଶ ମାର୍କେଣ୍ଡେୟ କାଟଜୁ । ସେ କହିଛନ୍ତି ଯେ, ଦେଶରେ ଆଧୁନିକ ସଂସ୍ଥାନ ଏବଂ ଆଧୁନିକ ସମାଜର ମଧ୍ୟ ଆବଶ୍ୟକତା ରହିଛି ।

ଏହାସହ ଦେଶର ଅନେକ ନେତାଙ୍କ ଅପରାଧିକ ସମ୍ପୃତ୍ତି ଥିବା ପରେ ବି ଏମାନଙ୍କୁ ପଦବୀ ଦେଇ ସଂସଦରେ ସାମିଲ କରାଯାଇଛି । ଏମାନେ ଦେଶକୁ ଆହୁରି ନିମ୍ନତରକୁ ନେଇ ଯାଉଛନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି, ଜାତି, ଧର୍ମ, ସଂପ୍ରଦାୟ ନାଁରେ ସମାଜକୁ ବାଣ୍ଟୁଥିବା ଲୋକଙ୍କୁ ଯେତେ ପର୍ଯ୍ୟନ୍ତ ଜନତା ଉଚିତ ଜବାବ ଦେଇନାହାଁନ୍ତି । ସେପର୍ଯ୍ୟନ୍ତ ସମାଜର ମଙ୍ଗଳ ହୋଇ ପାରିବ ନାହିଁ । ଏହାସହ ସେ ଆହୁରି ମଧ୍ୟ କହିଛନ୍ତି ଯେ, ଦେଶରେ ନେତାମାନେ ସମ୍ବିଧାନକୁ ଚିରହରଣ କରିଛନ୍ତି । ସେ ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, ବିକାଶର କଥା କୁହାଯାଉଛି । ହେଲେ 45ବର୍ଷ ପରେ ମଧ୍ୟ ଦେଶରେ ବେରୋଜଗାରୀ ଏକ ଚରମସୀମାରେ ପହଞ୍ଚିଛି ।

Intro:Body:

ଦେଶକୁ ନୂଆ ସମ୍ବିଧାନ ଆବଶ୍ୟକ: କାଟଜୁ

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.