ETV Bharat / bharat

2030 ମସିହା ସୁଦ୍ଧା ପାଣି ପାଇଁ କଲବଲ ହେବ ଭାରତ!

ଏବେ ଦେଶର ବିଭିନ୍ନ ସ୍ଥାନରୁ ଜଳ ସଙ୍କଟ ଚିତ୍ର ସାମ୍ନାକୁ ଆସୁଛି । ଯାହାକୁ ଚିନ୍ତାରେ ସମସ୍ତେ । ପାଣି ପାଇଁ ହାହାକାର ହେଉଥିବା ବେଳେ ଏବେ ଏମିତି ଏକ ତଥ୍ଯ ସାମ୍ନାକୁ ଆସିଛି ଯାହା ଚିନ୍ତାର କାରଣ । ନୀତି ଆୟୋଗର ଏକ ରିପୋର୍ଟ ଅନୁସାରେ, 2030 ସୁଦ୍ଧା ଦେଶରେ ପାଣି ମିଳିବା କଷ୍ଟକର ହୋଇପଡିବ ।

author img

By

Published : Jun 23, 2019, 2:22 AM IST

ଫଟୋ ସୌଜନ୍ୟ: ଏଏନଆଇ

ନୂଆଦିଲ୍ଲୀ: ଏବେ ଦେଶର ବିଭିନ୍ନ ସ୍ଥାନରୁ ଜଳ ସଙ୍କଟ ଚିତ୍ର ସାମ୍ନାକୁ ଆସୁଛି । ତେବେ ଏହାକୁ ନେଇ ଚିନ୍ତାରେ ସମସ୍ତେ । ପାଣି ପାଇଁ ହାହାକାର ହେଉଥିବା ବେଳେ ଏବେ ଏମିତି ଏକ ତଥ୍ଯ ସାମ୍ନାକୁ ଆସିଛି ଯାହା ଚିନ୍ତାର କାରଣ । ବର୍ତ୍ତମାନ ସ୍ଥିତିରେ ପାଣି ଯେତିକି ହାହାକାର ଶୁଭୁଛି ଭବିଷ୍ୟତରେ ଏହା ଆହୁରି ଉତ୍କଟ ରୂପ ନେବ ବୋଲି କୁହାଯାଉଛି । ତେବେ ଏହି ଉତ୍କଟ ଜଳ ସଙ୍କଟରେ ଭାରତର ଅନେକ ସହର ଜୁଝିହେବାକୁ ଯାଉଛି ।

ତେବେ ନିତି ଆୟୋଗର ଏକ ରିପୋର୍ଟ ଅନୁସାରେ, 2030 ସୁଦ୍ଧା ଦେଶରେ ପାଣି ମିଳିବା କଷ୍ଟକର ହୋଇପଡିବ । ପରିସ୍ଥିତି ଏମିତି ହେବ ଯେ, ଲୋକମାନେ ପାଣି ଟୋପାଏ ପାଇଁ ବାର ଦୁଆର ହେବେ । ଏକଥା ଆମେ ନୁହେଁ ବର୍ତ୍ତମାନର ଚିତ୍ର ଓ ନୀତି ଆୟୋଗର ରିପୋର୍ଟ ହିଁ କହୁଛି । କାରଣ ଏବେ ହେଉଥିବା ଜଳସଙ୍କଟର ଚିତ୍ର ହିଁ ବୟାନ କରୁଛି ଆଗାମୀ ଦିନରେ ଜଳ ସଙ୍କଟର ଭୟବହତା ।

ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି 2020 ବେଳକୁ ଏହି ସମସ୍ୟା ଆରମ୍ଭ ହୋଇଯିବ । ଏହାର କିଛିବର୍ଷ ପରେ ଦେଶର ପ୍ରାୟ 10 କୋଟି ଲୋକ ପ୍ରଥମେ ପ୍ରଭାବିତ ହେବେ । ଧିରେ ଧିରେ 2030 ବେଳକୁ ଦେଶର 40 ପ୍ରତିଶତ ଲୋକ ପିଇବା ପାଣି ଡହଳ ବିକଳ ହେବେ । ତେବେ ପ୍ରକାଶ ପାଇଥିବା ଏହି ରିପୋର୍ଟ ପ୍ରଥମ ନୁହେଁ ଏହା ପୂର୍ବରୁ ମଧ୍ୟ ନୀତି ଆୟୋଗ ରିପୋର୍ଟ ଦେଇସାରିଛି । ଯେଉଁଥିରେ ଦେଶର ବିଭିନ୍ନ ରାଜ୍ୟ ଜଳ ସଂରକ୍ଷଣକୁ ନେଇ ଯେଉଁ କାମ କରୁଛନ୍ତି ତାହା ସନ୍ତୋଷ ଜନକ ନୁହେଁ ।

Intro:Body:

ନୂଆଦିଲ୍ଲୀ: ଏବେ ଦେଶର ବିଭିନ୍ନ ସ୍ଥାନରୁ ଜଳ ସଙ୍କଟ ଚିତ୍ର ସାମ୍ନାକୁ ଆସୁଛି । ତେବେ ଏହାକୁ ଚିନ୍ତାରେ ସମସ୍ତେ । ପାଣି ପାଇଁ ହାହାକାର ହେଉଥିବା ବେଳେ ଏବେ ଏମିତି ଏକ ତଥ୍ଯ ସାମ୍ନାକୁ ଆସିଛି ଯାହା ଚିନ୍ତାର କାରଣ । ବର୍ତ୍ତମାନ ସ୍ଥିତିରେ ପାଣି ଯେତିକି ହାହାକାର ଶୁଭୁଛି ଭବିଷ୍ୟତରେ ଏହା ଆହୁରି ଉତ୍କଟ ରୂପ ନେବ ବୋଲି କୁହାଯାଉଛି । ତେବେ ଏହି ଉତ୍କଟ ଜଳ ସଙ୍କଟରେ ଭାରତର ଅନେକ ସହର ଜୁଝିହେବାକୁ ଯାଉଛି ।

ତେବେ ନିତି ଆୟୋଗର ଏକ ରିପୋର୍ଟ ଅନୁସାରେ, 2030 ସୁଦ୍ଧା ଦେଶରେ ପାଣି ମିଳିବା କଷ୍ଟକର ହୋଇପଡିବ । ପରିସ୍ଥିତି ଏମିତି ହେବ ଯେ, ଲୋକମାନେ ପାଣି ଟୋପାଏ ପାଇଁ ବାର ଦୁଆର ହେବେ । ଏକଥା ଆମେ ନୁହେଁ ବର୍ତ୍ତମାନର ଚିତ୍ର ଓ ନିତି ଆୟୋଗର ରିପୋର୍ଟ ହିଁ କହୁଛି । କାରଣ ଏବେ ହେଉଥିବା ଜଳସଙ୍କଟର ଚିତ୍ର ହିଁ ବୟାନ କରୁଛି ଆଗାମୀ ଦିନରେ ଜଳ ସଙ୍କଟର ଭୟବହତା ।

ରିପୋର୍ଟରେ ଏହା ମଧ୍ୟ ଦର୍ଶାଯାଇଛି 2020 ବେଳକୁ ଏହି ସମସ୍ୟା ଆରମ୍ଭ ହୋଇଯିବ । ଏହାର କିଛି ବର୍ଷ ପରେ ଦେଶର ପ୍ରାୟ 10 କୋଟି ଲୋକ ପ୍ରଥମେ ପ୍ରଭାବିତ ହେବେ । ଧିରେ ଧିରେ 2030 ବେଳକୁ ଦେଶର 40 ପ୍ରତିଶତ ଲୋକ ପିଇବା ପାଣି ଡହଳ ବିକଳ ହେବେ । ତେବେ ପ୍ରକାଶ ପାଇଥିବା ଏହି ରିପୋର୍ଟ ପ୍ରଥମ ନୁହେଁ ଏହା ପୂର୍ବରୁ ମଧ୍ୟ ନୀତି ଆୟୋଗ ରିପୋର୍ଟ ଦେଇସାରିଛି । ଯେଉଁଥିରେ ଦେଶର ବିଭିନ୍ନ ରାଜ୍ୟ ଜଳ ସଂରକ୍ଷଣକୁ ନେଇ ଯେଉଁ କାମ କରୁଛନ୍ତି ତାହା ସନ୍ତୋଷ ଜନକ ନୁହେଁ ।

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.