ETV Bharat / bharat

କୋରୋନା ସତର୍କତା: ସଂସଦ ଯିବେନି ଶିବସେନା ସାଂସଦ

author img

By

Published : Mar 23, 2020, 10:49 AM IST

ସଂସଦରେ ଆଜି ଉପସ୍ଥିତ ରହିବେନି ଶିବସେନା ସାଂସଦ । କୋରୋନାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ଦଳ । ଅଧିକ ପଢନ୍ତୁ...

coronavirus treatment
କୋରୋନା ସତର୍କତା

ମୁମ୍ବାଇ: ସଂସଦରେ ଆଜି ଉପସ୍ଥିତ ରହିବେନି ଶିବସେନା ସାଂସଦ । କୋରୋନାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନେଇଛି ଦଳ । ଲୋକସଭା ଓ ରାଜ୍ୟସଭାରେ ଦଳର ସାଂସଦମାନେ ଯୋଗଦେବେ ନାହିଁ ବୋଲି ଶିବସେନା ନେତା ତଥା ରାଜ୍ୟସଭା ସାଂସଦ ସଞ୍ଜୟ ରାଉତ କହିଛନ୍ତି ।

ସେହପରି ତୃଣମୂଳ କଂଗ୍ରେସର ସାଂସଦମାନେ ମଧ୍ୟ ସଂସଦରେ ଯୋଗଦେବେ ନାହିଁ ବୋଲି ସୂଚନା ମିଳିଛି । ଅନ୍ୟପଟେ ଉପରାଷ୍ଟ୍ରପତି ରାଜ୍ୟସଭା ଚାଲିବ କି ନାହିଁ ସେନେଇ ଆଲୋଚନା କରିବା ଲାଗି ସବୁଦଳର ନେତାଙ୍କ ସହ ଏକ ବୈଠକ ଡାକିଛନ୍ତି ।

ସୂଚନାଥାଉକି, ବର୍ତ୍ତମାନ ସୁଦ୍ଧା ଭାରତରେ 407 ଜଣ ଆକ୍ରାନ୍ତ ହୋଇଛନ୍ତି । କେବଳ ମହାରାଷ୍ଟ୍ରରେ ହିଁ 89 ଆକ୍ରାନ୍ତ ହୋଇଛନ୍ତି ।

ବ୍ୟୁରୋ ଇନପୁଟ ସହ ANI ରିପୋର୍ଟ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.