ETV Bharat / bharat

କୋରୋନା ପ୍ରକୋପ: 14 ଏପ୍ରିଲ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣରେ ପ୍ରତିବନ୍ଧକ - କୋରୋନା ସତର୍କତା

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏହି ସୂଚନା ଦେଇ କହିଛନ୍ତି ଯେ, ଏପ୍ରିଲ 14 ପର୍ଯ୍ୟନ୍ତ ଭାରତରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରିପାରିବ ନାହିଁ। ଆନ୍ତର୍ଜାତୀୟ ବ୍ୟବସାୟିକ ଯାତ୍ରୀ ସେବା 14 ଏପ୍ରିଲ 2020 ରାତି 6:30 ପର୍ଯ୍ୟନ୍ତ ବନ୍ଦ ରହିବ। ଅଧିକ ପଢନ୍ତୁ...

ଡିଜାଇନ ଫଟୋ
ଡିଜାଇନ ଫଟୋ
author img

By

Published : Mar 26, 2020, 8:21 PM IST

ନୂଆଦିଲ୍ଲୀ: କୋରୋନା ମହାମାରୀକୁ ଏଡାଇବା ପାଇଁ ବିଶ୍ବର ବିଭିନ୍ନ ଦେଶ ନିଜ ନିଜ ସୀମାକୁ ସିଲ୍ କରୁଛନ୍ତି। କୋରୋନା ଭାଇରସ୍ ମଧ୍ୟ ଭାରତ ପାଇଁ ବର୍ତ୍ତମାନ ସସୟରେ ସର୍ବବୃହତ ସମସ୍ୟା ଭାବରେ ମୁଣ୍ଡ ଟେକିଛି । ଏହାକୁ ଦୃଷ୍ଟିରେ ରଖି ଭାରତ ଏବେ ଉଭୟ ସ୍ଥଳ ଓ ଆକାଶରେ ଗମନାଗମନ ଉପରେ ପ୍ରତିବନ୍ଧକ ଲଗାଇଛି। ବିଦେଶରୁ ଆସୁଥିବା ସମସ୍ତ ଉଡାଣକୁ ବାତିଲ କରାଯାଇଛି । ଘରୋଇ ଏବଂ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଏବେ ଆନ୍ତର୍ଜାତୀୟ ବିମାନ ଉଡ଼ାଣ ଉପରେ ଲାଗିଥିବେ ପ୍ରତିବନ୍ଧକ ତାରିଖକୁ ବୃଦ୍ଧି କରାଯାଇଛି।

14 ଏପ୍ରିଲ ଯାଏଁ ଅନ୍ତର୍ଜାତୀୟ ବିମାନ ଉଡ଼ାଣରେ ପ୍ରତିବନ୍ଧକ

ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ଏହି ସୂଚନା ଦେଇ କହିଛନ୍ତି ଯେ, ଏପ୍ରିଲ 14 ପର୍ଯ୍ୟନ୍ତ ଭାରତରେ ଅନ୍ତର୍ଜାତୀୟ ବିମାନ ଉଡ଼ାଣ କରିପାରିବ ନାହିଁ। ଆନ୍ତର୍ଜାତୀୟ ବ୍ୟବସାୟିକ ଯାତ୍ରୀ ସେବା 14 ଏପ୍ରିଲ 2020 ରାତି 6:30 ପର୍ଯ୍ୟନ୍ତ ବନ୍ଦ ରହିବ। ଅନୁମୋଦିତ ଆନ୍ତର୍ଜାତୀୟ ଅଲ-କାର୍ଗୋ ଅପରେସନ୍ ଏବଂ ବିମାନ ପାଇଁ ଏହା ଲାଗୁ ହେବ ନାହିଁ ।

ରେଳ ସେବା ମଧ୍ୟ 14 ଏପ୍ରିଲ ପର୍ଯ୍ୟନ୍ତ ରହିଛି ବନ୍ଦ

ଏଠାରେ ସୂଚନା ଯୋଗ୍ୟ ଯେ, ଏପ୍ରିଲ 14 ପର୍ଯ୍ୟନ୍ତ, ସମଗ୍ର ଦେଶରେ ପ୍ରଧାନମନ୍ତ୍ରୀ ମୋଦି ଲକଡାଉନ ଘୋଷଣା କରିଛନ୍ତି | ଭାରତରେ ଘରୋଇ ବିମାନ ସେବାକୁ ନିଷେଧ କରାଯାଇଛି | ଏଥି ସହିତ, ଏପ୍ରିଲ 14 ପର୍ଯ୍ୟନ୍ତ ରେଳ ସେବା ମଧ୍ୟ ବନ୍ଦ କରାଯାଇଛି।

@ANI ଇନପୁଟ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.