ETV Bharat / bharat

କୋରୋନା ମାଡ, କ୍ଷତି ସହୁଛନ୍ତି ବାରଣାସୀ ଘାଟ ବ୍ୟବସାୟୀ - କ୍ଷତି ସହୁଛନ୍ତି ବାରଣାସୀ ଘାଟ ବ୍ୟବସାୟୀ

କୋରୋନା ଭାଇରସ ଯୋଗୁ ବାରଣାସୀ ଘାଟର ବହୁ ବ୍ୟବସାୟୀଙ୍କ ଜୀବିକା ବୁଡାଇଦେଇଛି । ଅଧିକ ସୂଚନା ପାଇଁ ପଢନ୍ତୁ ...

coronavirus hits hard businesses at varanasi ghats
କ୍ଷତି ସହୁଛନ୍ତି ବାରଣାସୀ ଘାଟ ବ୍ୟବସାୟୀ
author img

By

Published : Mar 16, 2020, 7:51 PM IST

ବାରାଣାସୀ: କୋରୋନା ଯୋଗୁଁ ବାରଣାସୀ ଘାଟ ବ୍ୟବସାୟୀଙ୍କ ବୁଡେଇଲା ଜୀବିକା । କୋରୋନା ଭାଇରସ ଭୟ ଯୋଗୁଁ ଖାଲି ପଡିଛି ବାରଣାସୀ ଘାଟ । ଏହାଦ୍ବାରା ପ୍ରଭାବିତ ହୋଇଛନ୍ତି ଘାଟରେ ରୋଜଗାର କରୁଥିବା ଛୋଟ ବ୍ୟବସାୟୀ। ଘାଟକୁ ପର୍ଯ୍ୟଟକ ଓ ଶ୍ରଦ୍ଧାଳୁ ଆସୁନଥିବା ରୁ ପ୍ରାୟ 50,000 ପରିବାର ଅସୁବିଧାରେ ପଡ଼ିଛନ୍ତି।

ସାଧାରଣ ଦିନରେ ବାରଣାସୀ ଘାଟରେ ଶତାଧିକ ପର୍ଯ୍ୟଟକ ଓ ଭକ୍ତଙ୍କ ସମାଗମ ହୋଇଥାଏ । ହେଲେ କୋରୋନା ଯୋଗୁଁ ଘାଟର ବ୍ୟବସାୟ ଘଟିଛି । କୋରୋନା ଭୟ ହେତୁ ଆଜିକାଲି କେବଳ ଅଳ୍ପ ଲୋକ ଘାଟ ପରିଦର୍ଶନ କରୁଛନ୍ତି ବୋଲି ସ୍ଥାନୀୟ ବ୍ୟବସାୟୀ ବ୍ରାହ୍ମଣାନନ୍ଦ ରାୟ କହିଛନ୍ତି।

ବାରାଣାସୀର ଏହି ଘାଟଗୁଡିକ କରୋନାଭାଇରସ୍ ବିସ୍ତାର ପୂର୍ବରୁ ବିଦେଶୀ ତଥା ଘରୋଇ ପର୍ଯ୍ୟଟକଙ୍କ ଭିଡ ଜମୁଥିଲା । ନାବିକ, ପୁଷ୍ପଗୁଚ୍ଛ, ଫଟୋଗ୍ରାଫର, ଛୋଟ ହୋଟେଲ, ପରିଦର୍ଶକଙ୍କ ସଂଖ୍ୟା ହ୍ରାସ ହେତୁ ସମସ୍ତେ ଏକ ବଡ଼ କ୍ଷତି ସହୁଛନ୍ତି ବ୍ୟବସାୟୀ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.