ETV Bharat / bharat

ବିହାରରେ କୋରୋନା ଭାଇରସ ମାମଲା 86 କୁ ବୃଦ୍ଧି

ବେଗୁସରାଇ ଓ ନାଳନ୍ଦାରେ ଦୁଇ ନୂଆ କୋରୋନା ସଂକ୍ରମିତ ଚିହ୍ନଟ ପରେ ବିହାରରେ ମୋଟ ମାମଲା 86 କୁ ବୃଦ୍ଧି ଘଟିଛି । ଅଧିକ ସୂଚନା ପାଇଁ ପଢନ୍ତୁ ...

author img

By

Published : Apr 18, 2020, 7:54 PM IST

Coronavirus cases rise to 85 in Bihar
ବିହାରରେ କରୋନାଭାଇରସ ମାମଲା 85 କୁ ବୃଦ୍ଧି

ପାଟନା: ବେଗୁସରାଇ ଏବଂ ନାଳନ୍ଦା ନୂତନ କୋରୋନା ସଂକ୍ରମିତ ଚିହ୍ନଟ ହେବା ପରେ ଶନିବାର ବିହାରରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 86 କୁ ବୃଦ୍ଧି ଘଟିଛି । ଶୁକ୍ରବାର ରାତିରେ ରାଜ୍ୟରେ ଦୁଇ ଜଣ କୋଭିଡ -19 ପଜିଟିଭ ମାମଲା ରିପୋର୍ଟ ହୋଇଥିଲା । ସେମାନେ ନାଲନ୍ଦା ଏବଂ ବେଗୁସରାଇ ଜିଲ୍ଲାର ଥିବାବେଳେ ଉଭୟେ କୋରୋନା ଭାଇରସ ସଂକ୍ରମିତଙ୍କ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିଲେ।

ସେମାନଙ୍କର ଭ୍ରମଣ ଇତିହାସ ଅନୁସନ୍ଧାନ କରାଯାଉଛି ବୋଲି କହିଛନ୍ତି ବିହାରର ସ୍ବାସ୍ଥ୍ୟ ବିଭାଗ ମୁଖ୍ୟ ସଚିବ ସଞ୍ଜୟ କୁମାର କହିଛନ୍ତି । ଏପର୍ଯ୍ୟନ୍ତ ବିହାରରେ କୋଭିଡ -19 ରୁ ଦୁଇଟି ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସେହିଭଳି ରାଜ୍ୟର ସିୱାନରେ ସର୍ବାଧିକ 29, ମୁଙ୍ଗେରରେ 17, ପାଟନାରେ 6, ଗୟା ରେ 5, ବେଗୁସରାଇରୁ 9, ଗୋପାଳଗଞ୍ଜରୁ3, ନାଲନ୍ଦାରୁ 7, ବକ୍ସରରୁ 2 ଏବଂ ନୱାଡା, ସରଣ ଏବଂ ଲାଖସିଆରିରେ 3 ଜଣ ଲେଖାଁଏ ଏବଂ ଜଣେ ଲେଖାଏଁ ବୈଶାଲି ଓ ଭାଗଲପୁରରୁ କୋରୋନା ସଂକ୍ରମିତଙ୍କ ମାମଲା ରିପୋର୍ଟ ହୋଇଥିବା ଜଣାପଡିଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.