ETV Bharat / bharat

ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 106

କୋରୋନା ନେଉଛି ମୁଣ୍ତ । ମହାରାଷ୍ଟ୍ରରେ 106 ଆକ୍ରାନ୍ତ ଚିହ୍ନଟ, 3 ମୃତ । ଅଧିକ ପଢନ୍ତୁ.....

author img

By

Published : Mar 24, 2020, 8:13 PM IST

Coronavirus cases rise to 106 in Maharashtra
ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 106

ମୁମ୍ବାଇ: ବିଶ୍ବରେ ଆତଙ୍କ ଖେଳାଇଛି କୋରୋନା । ପ୍ରତ୍ୟେକ ଦିନ ଗଡୁଛି ଶହଶହ ମୁଣ୍ଡ । ସମଗ୍ର ବିଶ୍ବର ଚିନ୍ତା ବଢାଇ ଦେଇଛି ଏହି ଭାଇରସ । ଭାରତରେ 511 ଜଣ ପଜେଟିଭ ଚିହ୍ନଟ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା 9 ଛୁଇଁଲାଣି ।

ମାୟା ନଗରୀ କୁହାଯାଉଥିବା ମୁମ୍ବାଇରେ ମଧ୍ୟ ସ୍ଥିତି ଅଣାୟତ୍ତ ହେବାରେ ଲାଗିଲାଣି । ସଚେତନତା ଓ ସତର୍କତା ସତ୍ତ୍ବେ ମଧ୍ୟ ହୁହୁ ହୋଇ ବଢି ଚାଲିଛି ଆକ୍ରାନ୍ତଙ୍କ ସଖ୍ୟା । ମହାରାଷ୍ଟ୍ରରେ 106 ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ 3 ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ମହାରାଷ୍ଟ୍ର ସ୍ବାସ୍ଥ୍ୟମନ୍ତ୍ରୀ ରାଜେସ ଟୋପୋ ସୂଚନା ଦେଇଛନ୍ତି ।

ସୌଜନ୍ୟ ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.