ETV Bharat / bharat

ହେଲଥ କେୟାରରେ ରାପିଡ ଆଣ୍ଟିଜେନ ଟେଷ୍ଟ ବାଧ୍ୟତାମୂଳକ କଲେ କେଜ୍ରିୱାଲ - ର୍ୟାପିଡ ଆଣ୍ଟିଜେନ ଟେଷ୍ଟ

ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ହେଲ୍ଥ କେୟାର ରାପିଡ ଆଣ୍ଟିଜେନ ଟେଷ୍ଟ ଅର୍ନିବାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

corona
ସମସ୍ତ ହେଲ୍ଥ କେୟାରରେ ର୍ୟାପିଡ ଆଣ୍ଟିଜେନ ଟେଷ୍ଟ ଅର୍ନିବାର୍ଯ୍ୟ କଲେ କେଜ୍ରିୱାଲ
author img

By

Published : Jul 6, 2020, 11:30 AM IST

ନୂଆଦିଲ୍ଲୀ: ସମସ୍ତ ହେଲ୍ଥ କେୟାର ର୍ୟାପିଡ ଆଣ୍ଟିଜେନ ଟେଷ୍ଟ କରିବା ଅର୍ନିବାର୍ଯ୍ୟ । ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ କୋରୋନା ମାମଲା ବୃଦ୍ଧିକୁ ଦୃଷ୍ଟିରେ ରଖି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସମସ୍ତ ହେଲ୍ଥ କେୟାର ରାପିଡ ଆଣ୍ଟିଜେନ ଟେଷ୍ଟ ଅର୍ନିବାର୍ଯ୍ୟ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ଟେଷ୍ଟ ଏହି ଲୋକଙ୍କ ଉପରେ କରାଯିବ ...

-ସମସ୍ତ ଲୋକ / ରୋଗୀ ଯେଉଁମାନଙ୍କର ଆଇଏଲଆଇ ତଥା ଇନଫ୍ଲୁଏନଞ୍ଜା ପରି ଲକ୍ଷଣ ଥିବ ।

- ସମସ୍ତ ଭର୍ତ୍ତି ଥିବା ରୋଗୀଙ୍କ ମଧ୍ୟରୁ ଯେଉଁମାନଙ୍କର ସିଭିୟର ଆକ୍ବାରେଚ ରିସ୍ପେୟାରୋଟୋରୀ ଇଲନେସ ଲକ୍ଷଣ ଥିବ ।

- ସମସ୍ତ ବିନା ଲକ୍ଷଣ ରୋଗୀ ଯେଉଁମାନେ ଆଡମିଟ୍ ଚାହୁଁଛନ୍ତି ।

- କେମୋଥେରାପୀ କରିଥିବା ରୋଗୀ

-ଏଚଆଇଭି ପଜେଟିଭ ରୋଗୀ

-ଟ୍ରାନ୍ସପ୍ଲାଣ୍ଟ ରୋଗୀ

-65 ବର୍ଷ ବୟସରୁ ଅଧିକ ରୋଗୀ । ଯେଉଁମାନଙ୍କର ଗୁରୁତର ରୋଗ ଅଛି ।

ସେହିପରି କୋରୋନା ମୁକାବିଲା ପାଇଁ ଦିଲ୍ଲୀ ସରକାର ୱାର ରୁମ୍ ଅର୍ଥାତ୍ ଯୁଦ୍ଧ କକ୍ଷ ନିର୍ମାଣ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହିୱାର ରୁମ୍ ମାଧ୍ୟମରେ କୋରୋନା ମୁକାବିଲା ପାଇଁ ପ୍ରୟାସକୁ ଘଣ୍ଟା ଘଣ୍ଟା ନଜର ରଖାଯିବ | ଗତ ରବିବାର ଦିନ ଦିଲ୍ଲୀର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ, ଏହି କୋରୋନା ୱାର ରୁମ ଦିଲ୍ଲୀ ସଚିବାଳୟରେ ସ୍ଥାପନ କରାଯାଉଛି। ଏଠାରେ ପାଖାପାଖି 25 ଜଣ ବିଶେଷଜ୍ଞ ନିୟୋଜିତ ହେବେ ।

ଯୋଜନା ଅନୁଯାୟୀ, ଏହି ନୂଆ ୱାର ଭାଇରସ ପାଇଁ ଯାଞ୍ଚ , ବେଡ୍ ସଂଖ୍ୟା, ଚିକିତ୍ସା ଉପକରଣ, ଆମ୍ବୁଲାନ୍ସ ଏବଂ ସିଲ୍ କରାଯାଇଥିବା ଅଞ୍ଚଳ ଭଳି ସମସ୍ତ ଦିଗରେ କାର୍ଯ୍ୟ କରିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.