ETV Bharat / bharat

ମଧ୍ୟପ୍ରଦେଶରେ କୋରୋନା ପୀଡିତ ସଂଖ୍ୟା 154, ଜଣେ IAS ଅଧିକାରୀ ସଂକ୍ରମିତ - mp news

ମଧ୍ୟପ୍ରଦେଶରେ ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ କୋରୋନାରେ ଆକ୍ରାନ୍ତ ହୋଇଥିବା ବେଳେ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା 154କୁ ବୃଦ୍ଧି । ଅଧିକ ପଢନ୍ତୁ...

Corona
ମଧ୍ୟପ୍ରଦେଶରେ କୋରୋନା ପୀଡିତ ସଂଖ୍ୟା 154
author img

By

Published : Apr 4, 2020, 10:59 AM IST

ଭୋପାଳ: ମଧ୍ୟପ୍ରଦେଶରେ କୋରୋନା ପୀଡିତଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି । ବର୍ତ୍ତମାନ ଏହି ସଂଖ୍ୟା 154 ରେ ପହଞ୍ଚିଛି। ଜଣେ ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ମଧ୍ୟ କୋରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡିଛି । ଅଧିକାରୀ ଜଣକ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି ଏବଂ ତାଙ୍କ ଅବସ୍ଥା ସ୍ୱାଭାବିକ ଥିବା ଜଣାପଡିଛି ।

ସ୍ୱାସ୍ଥ୍ୟ ବିଭାଗ ଦ୍ବାରା ଶୁକ୍ରବାର ରାତିରେ ପ୍ରକାଶିତ ବୁଲେଟିନ ଅନୁଯାୟୀ, ଇନ୍ଦୋରରେ ଆକ୍ରାନ୍ତଙ୍କ ସଂଖ୍ୟା 112, ଭୋପାଳରେ 9, ମୋରେନାରେ 12, ଜବଲପୁରରେ 8, ଉଜୈନରେ 7, ଶିବପୁରୀ ଏବଂ ଗ୍ୱାଲିଅରରେ ଦୁଇଜଣ, ଖାର୍ଗୋନରେ 1 ଏବଂ ଛିଣ୍ଡୱାରାରେ ଜଣଙ୍କର ନମୁନା ପଜିଟିଭ ଆସିଛି । ଏପର୍ଯ୍ୟନ୍ତ ଆଠ ଜଣଙ୍କର ମୃତ୍ୟୁ ହୋଇଛି। ସେଥିମଧ୍ୟରେ ଇନ୍ଦୋରରେ 5, ଉଜୈନରେ 2ଟି ଏବଂ ଖାର୍ଗୋନରେ ଗୋଟିଏ ଅନ୍ତର୍ଭୁକ୍ତ ରହିଛି ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.