ETV Bharat / bharat

କୋରୋନା ଆତଙ୍କ: ମୋଦିଙ୍କ ବାଂଲାଦେଶ ଗସ୍ତ ରଦ୍ଦ - bangladesh

ଢାକାରେ ବାଂଲାଦେଶର ପ୍ରତିଷ୍ଠାତା ଶେଖ ମୁଜିବୁର ରହମାନଙ୍କ ଜୟନ୍ତୀ ଶତାବ୍ଦି ଆୟୋଜନ ଅବସରରେ ମୋଦି ଯୋଗଦେବାକୁ ଥିବାବେଳେ କୋରୋନା ଯୋଗୁଁ ଗସ୍ତ ରଦ୍ଦ କରାଯାଇଛି । ଅଧିକ ପଢନ୍ତୁ...

Bangladesh
ମୋଦିଙ୍କ ବାଙ୍ଗଲାଦେଶ ଗସ୍ତ ରଦ୍ଦ
author img

By

Published : Mar 9, 2020, 10:50 AM IST

ନୂଆଦିଲ୍ଲୀ: ସାରା ବିଶ୍ବରେ କାୟା ବିସ୍ତାରୁଛି କୋରୋନା ଭାଇରସ(COVID-19) । ଯେଉଁଥିପାଇଁ ମାର୍ଚ୍ଚ 17 ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଂଲାଦେଶ ଗସ୍ତକୁ ରଦ୍ଦ କରାଯାଇଛି ।

ସୂଚନାମୁତାବକ, ବାଂଲାଦେଶର 'ଫାଦର ଅଫ ବାଂଲାଦେଶ' କୁହାଯାଉଥିବା ଶେଖ ମୁଜିବରରେହମନଙ୍କ ଜୟନ୍ତୀ ଶତାବ୍ଦୀ ସମାରୋହ ଆୟୋଜନ ହେବାର ଥିଲା । ଯେଉଁଥିରେ ପ୍ରଧାନମନ୍ତ୍ରୀ ମୋଦି ମୁଖ୍ୟ ବକ୍ତା ଭାବେ ଯୋଗଦେଇଥାନ୍ତେ । କିନ୍ତୁ କୋରୋନା ଭାଇରସର ମାମଲା ସାମ୍ନାକୁ ଆସିବା ପରେ ମୋଦିଙ୍କ ଗସ୍ତକୁ ରଦ୍ଦ କରାଯାଇଛି ।

ଖାଲି ସେତିକି ନୁହେଁ ଏହି ଅବସରରେ ହେବାକୁ ଥିବା ରାଷ୍ଟ୍ରୀୟ ପରେଡ ଗ୍ରାଉଣ୍ଡର ମୁଖ୍ୟ କାର୍ଯ୍ୟକ୍ରମ ମଧ୍ୟ କୋରୋନା ଯୋଗୁଁ ରଦ୍ଦ କରାଯାଇଛି । ତେବେ ମୋଦିଙ୍କ ଏହି ବାଂଲାଦେଶ ଯାତ୍ରାରେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ମଧ୍ୟରେ ଦ୍ବିପାକ୍ଷିକ ମୁଦ୍ଦା ଉପରେ ଆଲୋଚନା ହେବା ନେଇ ଆଶଙ୍କା କରାଯାଉଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.