ETV Bharat / bharat

ହସ୍ପିଟାଲ ଝରକା ଭାଙ୍ଗି ପଳାଇଲେ କୋରୋନା ସନ୍ଦିଗ୍ଧ

ପଞ୍ଜାବର ଜଣେ କୋରୋନା ସନ୍ଦିଗ୍ଧ ହସପିଟାଲ ଝରକା ଭାଙ୍ଗି ପଳାଇଯାଇଛନ୍ତି । ଅଧିକ ସୂଚନା ପାଇଁ ପଢନ୍ତୁ ...

author img

By

Published : Apr 16, 2020, 7:58 PM IST

Corona suspect flees from hospital in Punjab
ହସପିଟାଲ ଝରକା ଭାଙ୍ଗି ପଳାଇଲେ କରୋନା ସନ୍ଦିଗ୍ଧ

ଚଣ୍ଡିଗଡ଼: ପଞ୍ଜାବର ଏକ ସରକାରୀ ହସପିଟାଲରୁ ଜଣେ କରୋନା ସନ୍ଦିଗ୍ଧ ଝରକା ଭାଙ୍ଗି ପଳାଇ ଯାଇଥିବା ଗୁରୁବାର ପୋଲିସ କହିଛି। ସେ ପଡୋଶୀ ହିମାଚଳ ପ୍ରଦେଶର ନାଗ୍ରୋଟା ନିବାସୀ ୟୁସୁଫ ଖାନ ବୋଲି ଜଣାପଡିଛି । ବୁଧବାର ରାତିରେ ସେ ହସପିଟାଲରୁ ପଳାଇଥିଲେ ।

ୟୁସୁଫ ଖାନଙ୍କୁ ହୋସିଆରପୁର ସହରର ସିଭିଲ ହସ୍ପିଟାଲର ଏକ କ୍ବାରାଣ୍ଟାଇନ ୱାର୍ଡରେ ଭର୍ତ୍ତି କରାଯାଇଥିଲା। କିଛି ଦିନ ପୂର୍ବରୁ ଡାସୁୟା ସହରର ରେଳ ଷ୍ଟେସନରୁ ତାଙ୍କୁ ପୋଲିସ ଗିରଫ କରିଥିଲା। ତାଙ୍କର କୋରୋନା ପଜିଟିଭ ଚିହ୍ନଟ ହୋଇନି ବୋଲି ଡାକ୍ତରମାନେ କହିଛନ୍ତି। ବୁଧବାର ଦିନ ତାଙ୍କ ନମୁନା ଯାଞ୍ଚ ପାଇଁ ପଠାଯାଇଥିଲା ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.