ETV Bharat / bharat

କୋରୋନା ଆତଙ୍କ: ମହାରାଷ୍ଟ୍ରରେ ଗୋଟିଏ ପରିବାରର 5 କୋରୋନା ଆକ୍ରାନ୍ତ - କୋରୋନା ଭାଇରସ୍ ନ୍ୟୁଜ

ବୁଧବାର ମହାରାଷ୍ଟ୍ର ସାଙ୍ଗଲିର ଇସଲାମପୁରରେ 5 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆକ୍ରାନ୍ତ 5 ଜଣ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ଜଣାପଡିଛି ।

Corona positive five new patient found in sangali
ମହାରାଷ୍ଟ୍ରରେ ଗୋଟିଏ ପରିବାରର 5 କୋରୋନା ଆକ୍ରାନ୍ତ
author img

By

Published : Mar 25, 2020, 12:32 PM IST

ମୁମ୍ବାଇ:ସମଗ୍ର ଦେଶରେ ଦ୍ରୁତ ଗତିରେ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସମଗ୍ର ଦେଶକୁ ଲକ ଡାଉନ ଘୋଷଣା କରିଥିବା ବେଳେ ବୁଧବାର ମହାରାଷ୍ଟ୍ର ସାଙ୍ଗଲିର ଇସଲାମପୁରରେ 5 ଜଣ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେବେ ଆକ୍ରାନ୍ତ 5 ଜଣ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ଜଣାପଡିଛି । ତେବେ ଏହାକୁ ମିଶାଇ ମହାରାଷ୍ଟ୍ରରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ 112ରେ ପହଞ୍ଚିଛି ।

ମହାରାଷ୍ଟ୍ରରେ ଗୋଟିଏ ପରିବାରର 5 କୋରୋନା ଆକ୍ରାନ୍ତ

ପ୍ରକାଶ ଥାଉକି, ସମଗ୍ର ଭାରତରେ ବର୍ତ୍ତମାନ ସୁଦ୍ଧା 536 ଜଣ କୋରୋନା ଆକ୍ରାନ୍ତ ହୋଇଥିବାବେଳେ 10 ଜଣଙ୍କର ମୃତ୍ୟୁ ଘଟିଛି । ସେପଟେ 40 ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ସୂଚନାଥାଉକି, ଦେଶରେ କୋରୋନା ପ୍ରଭାବକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ସାରା ଦେଶକୁ 21 ଦିନ ପାଇଁ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.