ETV Bharat / bharat

କାୟା ମେଲାଉଛି କୋରୋନା, ଆକ୍ରାନ୍ତଙ୍କ ସଂଖ୍ୟା 50 ପାର୍ - corona positive cases

ମହାମାରୀ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦେଶରେ ବଢିବାରେ ଲାଗିଛି । କେରଳ, ରାଜସ୍ଥାନ ପରି ମହାରାଷ୍ଟ୍ରରେ ନୂଆ କୋରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

corona positive cases increases all over india
କାୟା ମେଲୁଛି କୋରୋନା, ଆକ୍ରାନ୍ତଙ୍କ ସଂଖ୍ୟା 50 ପାର୍
author img

By

Published : Mar 10, 2020, 8:05 PM IST

ନୂଆଦିଲ୍ଲୀ: ଦେଶରେ କାୟା ମେଲୁଛି କୋରୋନା । ପ୍ରାଣଘାତୀ କୋରୋନାଙ୍କ ଆକ୍ରାନ୍ତଙ୍କ ସଂଖ୍ୟା ଘଣ୍ଟାକୁ ଘଣ୍ଟା ବଢିବାରେ ଲାଗିଛି । କେରଳ, ରାଜସ୍ଥାନ ପରେ ଏବେ ମହାରାଷ୍ଟ୍ର ନୂତନ କୋରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

ଦୁବାଇରୁ ଫେରିଥିବା ଦୁଇ ମା ଓ ଝିଅ କୋରୋନା ଭୂତାଣୁରେ ଆକ୍ରାନ୍ତ ହୋଇଛନ୍ତି । ଉଭୟଙ୍କୁ ନାଶିକରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ରକ୍ତ ନମୁନା ପରୀକ୍ଷା ପରେ ଉଭୟେ କୋରୋନା ପଜିଟିଭ ଥିବା ରିପୋର୍ଟରେ ପ୍ରକାଶ ପାଇଛି । ଉଭୟେ ମା ଓ ଝିଅ ଗତ 27ରେ ଦୁବାଇରେ ଫେରିଥିଲେ । ସେଠାରୁ ଫେରିବା ପରେ ଥଣ୍ଡାକାଶ ଲାଗି ରହିବାରୁ ଉଭୟଙ୍କୁ ମାର୍ଚ୍ଚ 3 ତାରିଖରେ ମେଡିକାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି ।

ସେପଟେ କୋରୋନା ଭାଇରସକୁ ନେଇ ଚାରିଆଡେ ହାଇଆଲର୍ଟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.