ଦେଶରେ ଦିନକୁ ଦିନ ବଢି ଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟା ମଧ୍ୟରେ ଦେଶରେ 1,396 ନୂଆ ମାମଲା ଚିହ୍ନଟ ହୋଇଥିବା ବେଳେ 872 ଜଣ ପ୍ରାଣ ହରାଇଛନ୍ତି ।
ଦେଶରେ 29 ହଜାର ଟପିଲା କୋରୋନା ପଜିଟିଭି ସଂଖ୍ୟା, 934 ମୃତ - corona positive in india
![ଦେଶରେ 29 ହଜାର ଟପିଲା କୋରୋନା ପଜିଟିଭି ସଂଖ୍ୟା, 934 ମୃତ କୋରୋନା ଅପଡେଟ୍](https://etvbharatimages.akamaized.net/etvbharat/prod-images/768-512-6969689-thumbnail-3x2-ll.jpg?imwidth=3840)
09:55 April 28
ଥମୁନି କୋରୋନା ଆତଙ୍କ: 24 ଘଣ୍ଟାରେ 1543 ନୂଆ ପଜିଟିଭ, 62 ମୃତ
09:44 April 28
ଦେଶରେ 29 ହଜାର ଟପିଲା କୋରୋନା ପଜିଟିଭି ସଂଖ୍ୟା, 934 ମୃତ
ବଢିଚାଲିଛି କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଦେଶରେ 29 ହଜାର ଟପିଛି ପଜିଟିଭ ମାମଲା । ଅନ୍ୟପକ୍ଷେ ବର୍ତ୍ତମାନସୁଦ୍ଧା କୋରୋନାରେ 934 ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ବର୍ତ୍ତମାନ ଦେଶରେ କୋରୋନା ପଜିଟିଭ ମାମଲା 29435ରେ ପହଞ୍ଚିଛି । ଏଥିମଧ୍ୟରୁ ସକ୍ରିୟ କୋରୋନା ପଜିଟିଭ ସଂଖ୍ୟା 21632 ରହିଥିବା ବେଳେ 6868 ଜଣ ସୁସ୍ଥ ହୋଇସାରିଥିବା ରିପୋର୍ଟରେ କୁହାଯାଇଛି ।