ETV Bharat / bharat

କାନ୍ଥରେ ଲାଗିଛି ‘ଓ କୋରୋନା କଲ ଆନା’ ପୋଷ୍ଟର

ବାରଣସୀର କାଶୀରେ ‘ଓ କୋରୋନା କଲ ଆନା’ର ପୋଷ୍ଟର ବହୁ କାନ୍ଥରେ ଲାଗିଥିବା ଦେିବାକୁ ମିଳିଛି । ତେବେ ବିଭିନ୍ନ କାନ୍ଥରେ ଲାଗିଥିବା ଏହି ପୋଷ୍ଟର ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

coronavirus news
କାନ୍ଥରେ ଲାଗିଛି ‘ଓ କୋରୋନା କଲ ଆନା’ ପୋଷ୍ଟର
author img

By

Published : Mar 18, 2020, 5:21 PM IST

ନୂଆଦିଲ୍ଲୀ: ସମଗ୍ର ବିଶ୍ବକୁ ନିଜ କବଳରେ ରଖିଛି କୋରୋନା ଭାଇରସ । ଚୀନର ଉହାନରୁ ଉତ୍ପତ୍ତି ହୋଇଥିବା ଏହି ଭାଇରସ ସମଗ୍ର ବିଶ୍ବର 152ଟି ଦେଶକୁ ନିଜ କବଳରେ କରିଥିବା ବେଳେ ଏଥିରେ ବିଶ୍ବର 1,70,000 ଲୋକ ଆକ୍ରାନ୍ତ ହୋଇଛନ୍ତି । ଏହାଛଡା ଏହି ମାରାତ୍ମକ ଭାଇରସ କାରଣରୁ ଏବେ ସୁଦ୍ଧା ବିଶ୍ବରେ 6000 ଲୋକଙ୍କ ମୃତ୍ୟୁ ଘଟିସାରିଲାଣି । ଏହା ମଧ୍ୟରେ କୋରୋନାକୁ ନେଇ ବାରଣସୀର କାଶୀରେ ଏକ ନିଆରା ଚିତ୍ର ଦେଖିବାକୁ ମିଳିଛି ।

ବଲିଉଡ ଫିଲ୍ମ ‘ସ୍ତ୍ରୀ’ର ଏକ ଡାଇଲଗ ଆଧାରରେ ବାରଣାସୀର କାଶୀରେ ‘ଓ କୋରୋନା କଲ ଆନା’ର ପୋଷ୍ଟର ବହୁ କାନ୍ଥରେ ଲାଗିଥିବା ଦେଖିବାକୁ ମିଳିଛି । ତେବେ ବିଭିନ୍ନ କାନ୍ଥରେ ଲାଗିଥିବା ଏହି ପୋଷ୍ଟର ଲୋକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି ।

ତେବେ ବାରଣାସୀର ଭେଲପୁର ଅଞ୍ଚଳରେ ଗୋଟିଏ କି ଦୁଇଟି ନୁହେଁ ଏହିପରି ଅନେକ ପୋଷ୍ଟର କାନ୍ଥରେ ଲାଗିଥିବା ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.