ETV Bharat / bharat

ସବୁ ରାଜ୍ୟକୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଚିଠି; ପ୍ରବାସୀ ଶ୍ରମିକଙ୍କ ଉପରେ ଦିଅ ଧ୍ୟାନ - ministry of health write letter to all state and uts

ଲକ୍‌ଡାଉନ୍‌ ସମୟରେ ଦାଦନ ଶ୍ରମିକ ତଥା ପ୍ରବାସୀ ଶ୍ରମିକଙ୍କ ଧ୍ୟାନ ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି । ଅଧିକ ପଢନ୍ତୁ...

ministry of health
ସବୁ ରାଜ୍ୟକୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଚିଠି; ପ୍ରବାସୀ ଶ୍ରମିକଙ୍କ ଉପରେ ଦିଅ ଧ୍ୟାନ
author img

By

Published : Apr 1, 2020, 4:36 PM IST

ନୂଆଦିଲ୍ଲୀ: ଲକ୍‌ଡାଉନ୍‌ ସମୟରେ ଦାଦନ ଶ୍ରମିକ ତଥା ପ୍ରବାସୀ ଶ୍ରମିକଙ୍କ ଧ୍ୟାନ ଦେବାକୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି । ସୁପ୍ରିମକୋର୍ଟଙ୍କ ଗାଇଡ୍‌ଲାଇନ ଅନୁସାରେ ଦାଦନ ଶ୍ରମିକଙ୍କ ଉପରେ ସବୁ ରାଜ୍ୟ ଧ୍ୟାନ ଦେବାକୁ ନିର୍ଦ୍ଦେଶ । ଏନେଇ କେନ୍ଦ୍ର ସ୍ବାସ୍ଥ୍ୟ ସଚିବ ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖି ଜଣାଇଛନ୍ତି ।

ministry of health
ସବୁ ରାଜ୍ୟକୁ କେନ୍ଦ୍ର ସ୍ବାସ୍ଥ୍ୟ ବିଭାଗର ଚିଠି; ପ୍ରବାସୀ ଶ୍ରମିକଙ୍କ ଉପରେ ଦିଅ ଧ୍ୟାନ

ରାଜ୍ୟରେ ଥିବା ଅନ୍ୟ ରାଜ୍ୟର ଦାଦନ ଶ୍ରମିକଙ୍କ ଉପରେ ସ୍ବତନ୍ତ୍ର ଧ୍ୟାନ ଦେବା ସହ ସେମାନଙ୍କ ରହିବା, ଖାଇବା ତଥା ସେମାନଙ୍କୁ ମେଡିକାଲ ସୁବିଧା ଯୋଗାଇ ଦେବାକୁ ଚିଠିରେ ଉଲ୍ଲେଖ ରହିଛି । ସେମାନଙ୍କୁ ରିଲିଫ୍‌ କ୍ୟାମ୍ପ କିମ୍ବା ସେଲ୍ଟର ହୋମ୍‌ରେ ରଖି ସେମାନଙ୍କୁ ଶୁଦ୍ଧ ପାଣି, ସାନିଟାଇଜେସନ ଆଦି ଯୋଗାଇଦେବାକୁ କୁହାଯାଇଛି ।

ଏହାସହ ସେମାନଙ୍କୁ ଭୟଭୀତ ନହେବାକୁ ପରାମର୍ଶ ଦେବା ସହ ସଚେତନ କରିବାକୁ କୁହାଯାଇଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.