ETV Bharat / bharat

ପୂର୍ବ-ଉତ୍ତର ଦେଶର 5ଟି ରାଜ୍ୟରେ ନାହିଁ କୋରୋନା

author img

By

Published : Apr 28, 2020, 1:04 AM IST

ଦେଶର ପୂର୍ବ-ଉତ୍ତର ରାଜ୍ୟରେ କୋରୋନା ନଥିବା ନେଇ ସୋମବାର ସ୍ପଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ । ଅଧିକ ପଢନ୍ତୁ...

Corona is not available in five states in the northeast
ପୂର୍ବ-ଉତ୍ତର ଦେଶର 5ଟି ରାଜ୍ୟରେ ନାହିଁ କୋରୋନା

ନୂଆଦିଲ୍ଲୀ: ଦେଶର ପୂର୍ବ-ଉତ୍ତର ରାଜ୍ୟରେ ନାହିଁ କୋରୋନା । ସ୍ପଷ୍ଟ କଲେ କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂହ । ଜିତେନ୍ଦ୍ର ସିଂହ ସୋମବାର କହିଛନ୍ତି, ପୂର୍ବତ୍ତୋରର 8ଟି ରାଜ୍ୟ ମଧ୍ୟରୁ 5ଟି ରାଜ୍ୟ କୋରୋନା ମୁକ୍ତ । ସିକିମ, ନାଗାଲାଣ୍ଡ, ଅରୁଣାଚଳପ୍ରଦେଶ, ମଣିପୁର ଏବଂ ତ୍ରିପୁରା ସମ୍ପୂର୍ଣ୍ଣ ଭାବେ କୋରୋନା ମୁକ୍ତ ରାଜ୍ୟ । ସେହିପରି ଆସାମରେ 8, ମେଘାଳୟରେ 11 ଏବଂ ମିଜୋରାମରେ ଗୋଟିଏ କୋରୋନା ମାମଲା ଆସିଛି ।

ସିଂହ ପୂର୍ବତ୍ତୋର ପରିଷଦ, ଶିଲଙ୍ଗର ବପିଷ୍ଠ ଅଧିକାରୀଙ୍କ ସହ ବିଭିନ୍ନ ସରକାରୀ ଅଧିକାରୀ ଏବଂ ସାର୍ବଜନୀନ ଉପକ୍ରମର ପ୍ରତିନିଧିଙ୍କ ସହ ଭିଡିଓ କନଫରେନ୍ସିଂ ଜରିଆରେ ଏକ ବୈଠକ କରିଥିଲେ । ଏହି ବୈଠକରେ ଏହା ଆଲୋଚନା ହୋଇଛି ।

ଉତ୍ତରାଞ୍ଚଳର ରାଜ୍ୟ ସରକାର, ମୁଖ୍ୟମନ୍ତ୍ରୀ ଏବଂ ରାଜ୍ୟ ମନ୍ତ୍ରାଳୟ ଅଧିକାରୀଙ୍କୁ ଏଦିଗରେ ଭଲ କାମ କରିବା ପାଇଁ ଧନ୍ୟବାଦ ଦିଆଯାଉଛି । ତେବେ ଏହି ବୈଠକରେ ଜିତେନ୍ଦ୍ର ସିଂହ ଉକ୍ତ 8ଟି ରାଜ୍ୟରେ ସ୍ବାସ୍ଥ୍ୟ ପରିଯୋଜନା ସମ୍ବନ୍ଧିତ ଉନ୍ନତ ଧରଣର କାର୍ଯ୍ୟ କରାଯିବ ବୋଲି ପ୍ରସ୍ତାବ ଦେଇଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.