ETV Bharat / bharat

କୋରୋନା ଭୟ; ବିଦେଶୀ ଭାବି ଦୁଇ ଜଣଙ୍କୁ ସପିଂ ମଲ୍‌ରେ ପୂରାଇଲେନି ସୁରକ୍ଷାକର୍ମୀ

କୋରୋନା ଭୟର କରୁଣ ପରିଣତି । ବିଦେଶୀ ଭାବି ଦୁଇ ଜଣ ମଣିପୁରର ବାସିନ୍ଦାଙ୍କୁ ସପିଂ ମଲ୍‌ ଭିତରକୁ ପୂରାଇ ଦେଲେନି ସୁରକ୍ଷାକର୍ମୀ । ଅଧିକ ପଢନ୍ତୁ...

author img

By

Published : Apr 9, 2020, 3:04 PM IST

Corona fear
କୋରୋନା ଭୟ; ବିଦେଶୀ ଭାବି ଦୁଇ ଜଣଙ୍କୁ ସପିଂ ମଲ୍‌ରେ ପୂରାଇଲେନି ସୁରକ୍ଷାକର୍ମୀ

ହାଇଦ୍ରାବାଦ୍‌: କୋରୋନା ଭୟର କରୁଣ ପରିଣତି । ବିଦେଶୀ ଭାବି ଦୁଇ ଜଣ ମଣିପୁରର ବାସିନ୍ଦାଙ୍କୁ ସପିଂ ମଲ୍‌ ଭିତରକୁ ପୂରାଇ ଦେଲେନି ସୁରକ୍ଷାକର୍ମୀ । ଏପରିକି ସେମାନେ ନିଜର ଆଧାର କାର୍ଡ ଦେଖାଇବା ପରେ ବି ସୁରକ୍ଷାକର୍ମୀ କିଛି ଶୁଣିଲେନି । ଫଳରେ ଲକ୍‌ଡାଉନ୍‌ ସମୟରେ ଖାଲି ହାତରେ ଫେରିଲେ ଦୁଇଜଣ ମଣିପୁରର ଯୁବକ । ଏପରି ଅଭିଯୋଗ କରି ଟ୍ବିଟରରେ ଜୋନାହ(@jtrichao) ନାମଧାରୀ ଜଣେ ବ୍ୟକ୍ତି ଏକ ଭିଡିଓ ପୋଷ୍ଟ କରିଛନ୍ତି ।

ଯେଉଁଥିରେ ସେ ଦର୍ଶାଇଛନ୍ତି ଯେ,‘ମୋର ଦୁଇ ଜଣ ବନ୍ଧୁ ହାଇଦ୍ରାବାଦର ବନସ୍ଥଲିପୁରମ୍‌ରେ ଥିବା ଷ୍ଟାରମାର୍କେଟକୁ କିଛି ସାମଗ୍ରୀ କିଣିବାକୁ ଯାଇଥିଲେ । ହେଲେ ସେଠାରେ ତାଙ୍କୁ ଭିତରକୁ ପଶିବାକୁ ଅନୁମତି ଦେଲେ ନାହିଁ ସୁରକ୍ଷାକର୍ମୀ । କାରଣ କଣ, ନା ସେମାନେ ଦୁଇ ଜଣ ଭାରତୀୟ ଭଳି ଦେଖାଯାଉନଥିଲେ ବରଂ ବିଦେଶୀ ଭଳି ଦେଖାଯାଉଥିଲେ ।’

ଏପରିକି ଦୁହେଁ ନିଜର ଆଧାର କାର୍ଡ ଦେଖାଇବା ପରେ ବି ସେମାନଙ୍କୁ ଭିତରକୁ ପଶିବାକୁ ଦିଆଗଲା ନାହିଁ । ଦୁହେଁ ଖାଲି ହାତରେ ଘରକୁ ଫେରିଲେ ବୋଲି ସେ ଟ୍ବିଟ୍‌ରେ ଉଲ୍ଲେଖ କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.