ETV Bharat / bharat

କୋରୋନା ଆଲର୍ଟ: ଟ୍ବିଟରର ପଦକ୍ଷେପକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା - କୋରୋନା ଆଲର୍ଟ

କୋରୋନା ବିରୁଦ୍ଧରେ ଲଢେଇ ପାଇଁ ଟ୍ବିଟର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରତି ମୁହୂର୍ତ୍ତରେ ବିଭିନ୍ନ ସୂତ୍ରରୁ ଖବର ପହଞ୍ଚାଇବା ପାଇଁ ଟ୍ବିଟର ନିଜର ଏକ କୋଭିଡ 19 ପେଜ୍‌ ଲଞ୍ଚ କରିଛି । ଅଧିକ ପଢନ୍ତୁ...

କୋରୋନା ଆଲର୍ଟ: ଟ୍ବିଟରର ପଦକ୍ଷେପକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

author img

By

Published : Mar 21, 2020, 1:57 PM IST

ହାଇଦ୍ରାବାଦ: ସାରା ବିଶ୍ବରେ ଆତଙ୍କ ଖେଳାଇଥିବା ମହାମାରୀ କୋରୋନା ଭାଇରସ ସହ ଲଢେଇ ପାଇଁ ସମସ୍ତେ ଏକଜୁଟ ହୋଇଛନ୍ତି । ଭାଇରସ ବ୍ୟାପିବା ଯୋଗୁଁ ଆତଙ୍କିତ ନହୋଇ ସତର୍କତା ଆପଣାଇବାକୁ ପରାମର୍ଶ ଦିଆଯାଉଛି । ଭାଇରସ ସହ ମୁକାବିଲା ପାଇଁ ଆଗେଇ ଆସିଛନ୍ତି ଭିଭିନ୍ନ ସୋସିଆଲ ମିଡିଆ ସାଇଟ । ହ୍ବାଟସ୍‌ଆପଠୁ ନେଇ ଟ୍ବିଟର ଯାଏଁ ସମସ୍ତେ ଜନସାଧାରଣଙ୍କ ପାଖରେ ପହଞ୍ଚାଉଛନ୍ତି ସତର୍କତା ବାର୍ତ୍ତା । ତେବେ କୋରୋନା ବିରୁଦ୍ଧରେ ଲଢେଇ ପାଇଁ ଟ୍ବିଟର ପଦକ୍ଷେପକୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

କୋରୋନା ଆଲର୍ଟ: ଟ୍ବିଟରର ପଦକ୍ଷେପକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା
କୋରୋନା ଆଲର୍ଟ: ଟ୍ବିଟରର ପଦକ୍ଷେପକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

କୋରୋନାକୁ ନେଇ ଲୋକଙ୍କ ପାଖରେ ପ୍ରତି ମୁହୂର୍ତ୍ତରେ ବିଭିନ୍ନ ସୂତ୍ରରୁ ଖବର ପହଞ୍ଚାଇବା ପାଇଁ ଟ୍ବିଟର ନିଜର ଏକ କୋଭିଡ 19 ପେଜ୍‌ ଲଞ୍ଚ କରିଛି । ଏହି ପେଜରେ କେବଳ କୋରୋନା ଜନିତ ସୂଚନା ମିଳିପାରିବ । କେବେ ଟ୍ବିଟରର ଏହି ପଦକ୍ଷେପ ପାଇଁ ପ୍ରଧାନମନ୍ତ୍ରୀ ମୋଦି ଟ୍ବିଟ କରି ପ୍ରଶଂସା କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.