ETV Bharat / bharat

ତବଲିଗୀ ଜମାତ ସଦସ୍ୟଙ୍କ ଅଶ୍ଳୀଳ ବ୍ୟବହାର, କ୍ବାରେଣ୍ଟାଇନ ସେଣ୍ଟର ବାହାରେ ପୋଲିସ ମୁତୟନ

author img

By

Published : Apr 4, 2020, 3:42 PM IST

ତବଲିଗି ଜମାତରେ ଯୋଗ ଦେଇ କୋରୋନା ଆକ୍ରାନ୍ତ ହେଇଥିବା ରୋଗୀଙ୍କ ଚିକିତ୍ସା ଚାଲିଛି । ମାତ୍ର ଚିକିତ୍ସା ସମୟରେ ସେମାନଙ୍କ ଅଶ୍ଲୀଳ ବ୍ୟବହାର ହସ୍ପିଟାଲ କର୍ମଚାରୀଙ୍କ ଚିନ୍ତାର ବିଷୟ ଥିଲା ।

Cops deployed at quarantine centres
ତବଲିଗି ଜମାତ ସଦସ୍ୟଙ୍କ ଅଶ୍ଳୀଳ ବ୍ୟବହାର

ଲକ୍ଷ୍ନୌ: ତବଲିଗୀ ଜମାତରେ ଯୋଗ ଦେଇ କୋରୋନା ଆକ୍ରାନ୍ତ ହେଇଥିବା ରୋଗୀଙ୍କ ଚିକିତ୍ସା ଚାଲିଛି । ମାତ୍ର ଚିକିତ୍ସା ସମୟରେ ସେମାନଙ୍କ ଅଶ୍ଲୀଳ ବ୍ୟବହାର ହସ୍ପିଟାଲ କର୍ମଚାରୀଙ୍କ ଚିନ୍ତାର ବିଷୟ ଥିଲା । ବର୍ତ୍ତମାନ ଗାଜିଆବାଦ ପ୍ରଶାସନ କ୍ବାରେନଟାଇନ ଓ ଆଇସୋଲେସନ ସେଣ୍ଟର ବାହାରେ ପୋଲିସ ମୁତୟନ କରିବାକୁ ନିଷ୍ପତ୍ତି ନେଇଛି ।

ଅଶ୍ଳୀଳ ଆଚରଣ, ଅସହଯୋଗ ଏବଂ ଅନ୍ୟାନ୍ୟ ଅଭିଯୋଗ ହେବା ପରେ ପୋଲିସ ନିୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଏହି ସୂଚନା ଦେଇଛନ୍ତି ଗାଜିଆବାଦ ଏସଏସପି । ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ଦ୍ବାରା ଏହି ଅଭିଯୋଗ କରାଯାଇଥିଲା ।

ଅଭିଯୋଗରେ ତବଲିଗୀ ଜମାତ ଯୋଗ ଦେଇଥିବା କୋରୋନା ଆକ୍ରାନ୍ତ ୱାର୍ଡରେ ଉଲଗ୍ନ ହୋଇ ବୁଲିବା ସହ ମହିଳା ନର୍ସଙ୍କୁ ଅଶ୍ଳୀଳ ଇଙ୍ଗିତ କରୁଥିଲେ । ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ମାନଙ୍କ ଦ୍ବାରା ଦିଆଯାଉଥିବା ନିର୍ଦ୍ଦେଶର କୌଣସି ପାଳନ କରୁନଥିଲେ ସେମାନେ । ଏହାପରେ ଏସଏସପି ଏକ ଦଳ ଗଠନ କରି ମାମଲାର ଯାଞ୍ଚ କରିଥିଲେ । ଏହାପରେ ପୋଲିସ ଷ୍ଟେସନରେ ସେମାନଙ୍କ ବିରୋଧରେ ଏକ କ୍ରିମିନାଲ ମାମଲା ରୁଜୁ କରାଯାଇଛି । ଏହାପରେ ସେଠାରେ ବର୍ତ୍ତମାନ 2 କନେଷ୍ଟବଲ୍ ଓ 3 ମହିଳା ଅଫିସରଙ୍କୁ ମୁତୟନ କରାଯାଇଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.