ETV Bharat / bharat

ସଂସଦରେ ପହଞ୍ଚିଲା ଅର୍ଥନୈତିକ ସର୍ଭେ ରିପୋର୍ଟ କପି

author img

By

Published : Jan 31, 2020, 10:25 AM IST

ଆଜି ସଂସଦରେ 2019-20 ଆର୍ଥିକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଆଗତ ହେବ । ଏଥିପାଇଁ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟର କପି ପହଞ୍ଚିଛି ।

EconomicSurvey
ସଂସଦରେ ପହଞ୍ଚିଲା ଅର୍ଥନୈତିକ ସର୍ଭେ ରିପୋର୍ଟର କପି

ନୂଆଦିଲ୍ଲୀ: ଆଜି ସଂସଦରେ ଆଗତ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ 2019-20 । ଏହାକୁ ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଏଥି ପାଇଁ ସଂସଦରେ ଅର୍ଥନୈତିକ ସର୍ଭେ ରିପୋର୍ଟର କପି ପହଞ୍ଚିଛି ।

ଅର୍ଥମନ୍ତ୍ରୀ ଭାବେ ଦ୍ବିତୀୟ ଥର ପାଇଁ ଶନିବାର ସଂସଦରେ ସୀତାରମଣ ବଜେଟ ଉପସ୍ଥାପନ କରିବାକୁ ଯାଉ ଥିବାବେଳେ ଆଜି ସର୍ଭେ ରିପୋର୍ଟ ଆଗତ କରିବେ । ଶୁକ୍ରବାର ବଜେଟ ଅଧିବେଶନ ଆରମ୍ଭ ହେବାକୁ ଥିବାବେଳେ ଦିନ 11ଟାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସଂସଦର ମିଳିତ ଅଧିବେଶନରେ ଉଦବୋଧନ ଦେବେ ।

Intro:Body:

BLANK FOR LINK 

Conclusion:
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.