ETV Bharat / bharat

ସୁରକ୍ଷାକର୍ମୀ-ଆତଙ୍କବାଦୀ ଗୁଳିବିନିମୟ: 3 ଆତଙ୍କୀ ମୃତ, ଜଣେ ଯବାନ ଆହତ

ଜମ୍ମୁକାଶ୍ମୀରର ନାଗ୍ରୋତାରେ ଥିବା ଟୋଲ ପ୍ଲାଜାରେ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏହି ଗୁଳି ବିନିମୟରେ 3 ଆତଙ୍କବାଦୀ ନିହତ ହୋଇଥିବା ବେଳେ ଜଣେ ଯବାନ ଆହତ ହୋଇଛନ୍ତି । ଗୁଳିବିନିମୟ ପରେ ଜମ୍ମୁ ଶ୍ରୀନଗର ଜାତୀୟ ରାଜପଥକୁ ବନ୍ଦ କରି ଦିଆଯାଇଛି ।

Cop injured after militants open fire in J-K
ପୋଲିସ-ଆତଙ୍କବାଦୀ ଗୁଳିବିନିମୟ, ବନ୍ଦ ହେଲା ଜମ୍ମୁ-ଶ୍ରୀନଗର ଜାତୀୟ ରାଜପଥ
author img

By

Published : Jan 31, 2020, 8:08 AM IST

Updated : Jan 31, 2020, 9:48 AM IST

ଜମ୍ମୁ: ଜମ୍ମୁକାଶ୍ମୀରର ନାଗ୍ରୋତାର ଟୋଲ ପ୍ଲାଜା ନିକଟରେ ସେନା-ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଘଟିଛି । ଏହି ଗୁଳି ବିନିମୟରେ ଜଣେ ଯବାନ ଆହତ ହୋଇଥିବା ବେଳେ 3 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଏହା ସହିତ ଅନ୍ୟ 4 ଜଣ ଆତଙ୍କବାଦୀ ସେହି ଅଞ୍ଚଳରେ ଲୁଚି ରହିଥିବା ଜମ୍ମୁ ଆଇଜି ମୁକେଶ ସିଂ ସୂଚନା ଦେଇଛନ୍ତି । ଗୁଳିବିନିମୟ ପରେ ଜମ୍ମୁ- ଶ୍ରୀନଗର ଜାତୀୟ ରାଜପଥକୁ ବନ୍ଦ କରି ଦିଆଯାଇଛି ।

ସକାଳ 5ଟା ସମୟରେ ଟୋଲ ନିକଟରେ ଯାଞ୍ଚ କରାଯିବାକୁ ଏକ ଟ୍ରକକୁ ଅଟକାଯାଇଥିଲା । ଏହାପରେ ଟ୍ରକରେ ଲୁଚି ରହିଥିବା ଆତଙ୍କବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଏହାପରେ ଯବାନ ମାନଙ୍କ ପାଲଟା ଗୁଳି ଚାଳନାରେ 3 ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ସେମାନ ଟ୍ରକରେ ଶ୍ରୀନଗରକୁ ଯାଉଥିବା ଜମ୍ମୁକାଶ୍ମୀର ଡିଜିପି ଦିଲବାଗ ସିଂ ପ୍ରକାଶ କରିଛନ୍ତି ।

Intro:Body:

BLANK FOR LINK 

Conclusion:
Last Updated : Jan 31, 2020, 9:48 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.