ETV Bharat / bharat

ଜେଏନୟୁ ହିଂସା: ଦିଲ୍ଲୀ ପୋଲିସ ଓ କେନ୍ଦ୍ର ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ - Contempt petition filed in Supreme Court against Center

ଦିଲ୍ଲୀ ପୋଲିସ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବମାନନା ଯାଚିକା ଦାଖଲ। ଜେଏନୟୁ ହିଂସାରେ ଅଦାଲତ ନିର୍ଦ୍ଦେଶର ଅବମାନନା ହୋଇଥିବାର ଅଭିଯୋଗ ହୋଇଛି।

Contempt petition filed in Supreme Court
ଦିଲ୍ଲୀ ପୋଲିସ ଓ କେନ୍ଦ୍ର ବିରୋଧରେ ସୁପ୍ରିମକୋର୍ଟରେ ଯାଚିକା ଦାଖଲ
author img

By

Published : Jan 7, 2020, 10:44 AM IST

ନୂଆଦିଲ୍ଲୀ: ଦିଲ୍ଲୀ ପୋଲିସ ଓ କେନ୍ଦ୍ର ସରକାରଙ୍କ ବିରୋଧରେ ସୁପ୍ରିମକୋର୍ଟରେ ଆବମାନନା ଯାଚିକା ଦାଖଲ ହୋଇଛି। ଜେଏନୟୁ ହିଂସାରେ ଅଦାଲତ ନିର୍ଦ୍ଦେଶର ଅବମାନନା ହୋଇଥିବାର ଅଭିଯୋଗ ହୋଇଛି । ତହସୀନ ପୁନାବାଲା ନାମକ ଜଣେ ବ୍ୟକ୍ତିଙ୍କ ଦ୍ବାରା ଯାଚିକା ଦାଖଲ କରାଯାଇଛି ।

ତହସୀନ ପୁନୱାଲାଙ୍କ କହିବା ଅନୁସାରେ, 17 ଜୁଲାଇ 2018ରେ ସରକାର ଓ ପୋଲିସ ଅଧିକାରୀଙ୍କୁ ଭିଡ ହିଂସା ରୋକିବା ପାଇଁ କିଛି ସ୍ବତନ୍ତ୍ର ନିର୍ଦ୍ଦେଶନାମା ଦିଆଯାଇଛି। ଏହି ଆଇନ ଅନ୍ତର୍ଗତ କୌଣସି ବ୍ୟକ୍ତି କିମ୍ବା ରାଜନୈତିକ ଦଳ ଆଇନକୁ ହାତକୁ ନେଇ ପାରିବେ ନାହିଁ। ଅନ୍ୟମାନଙ୍କୁ ଦୋଷୀ ଭାବେ ବ୍ୟବହାର କରାଯିବ ନାହିଁ।

5 ଜାନୁଆରୀରେ ହୋଇଥିବା ହିଂସାକୁ ନେଇ ଏଯାବତ୍ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ। ଦୋଷୀଙ୍କ ବିରୋଧରେ ଏପର୍ଯ୍ୟନ୍ତ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ।

ସିଆରପିସି ଧାରା 129 ଅନ୍ତର୍ଗତ ପୋଲିସ କୌଣସି ବି ଭିଡ ହିଂସାକୁ ରୋକିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିପାରିବ। ଯେଉଁ ଭିଡ ହାତରେ ଲାଠି, ଲୁହା ରଡ୍ ରହିଥିବ ସେମାନେ ନିଶ୍ଚିତ କୌଣସି ଅପରାଧିକ କାର୍ଯ୍ୟ କରିବା ପାଇଁ ଅଗ୍ରସର ହେଉଥିବେ। ସେମାନଙ୍କ ବିରୋଧରେ ପୋଲିସର କାର୍ଯ୍ୟାନୁଷ୍ଠାନ ନେବା ଆବଶ୍ୟକ ବୋଲି ସେ କହିଛନ୍ତି।

Intro:Body:

BLANK FOR LINK 

Conclusion:

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.