ETV Bharat / bharat

ପ୍ରାର୍ଥୀ ତାଲିକା ଦେଲା କଂଗ୍ରେସ, ହରିୟାଣା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କୁ ମିଳିଲା ଟିକେଟ - loksabha election

କଂଗ୍ରେସ ଆଜି(ରବିବାର) ସନ୍ଧ୍ୟାରେ ଜାରି କରିଛି ଆଉ ଏକ ପ୍ରାର୍ଥୀ ତାଲିକା । ଯେଉଁଥିରେ ହରିୟାଣାର 5ଟି ଲୋକସଭା ଆସନର ପ୍ରାର୍ଥୀଙ୍କ ନାଁ ରହିଛି ।

ଫାଇଲ ଫଟୋ
author img

By

Published : Apr 21, 2019, 11:33 PM IST

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନ ପାଇଁ 2ଟି ପର୍ଯ୍ୟାୟରେ ସରିଛି ମତଦାନ । ଆସନ୍ତା ଏପ୍ରିଲ 23ରେ ହେବ ତୃତୀୟ ପର୍ଯ୍ୟାୟ ମତଦାନ । ଏହାସହ ସମସ୍ତ ରାଜନୈତିକ ଦଳ ନିଜ ନିଜ ଦଳର ପ୍ରାର୍ଥୀ ଘୋଷଣା କରିବାରେ ଅଛନ୍ତି ବ୍ୟସ୍ତ । ଏହି କ୍ରମରେ କଂଗ୍ରେସ ଆଜି(ରବିବାର) ସନ୍ଧ୍ୟାରେ ଜାରି କରିଛି ଆଉ ଏକ ପ୍ରାର୍ଥୀ ତାଲିକା । ଯେଉଁଥିରେ ହରିୟାଣାର 5ଟି ଲୋକସଭା ଆସନର ପ୍ରାର୍ଥୀଙ୍କ ନାଁ ରହିଛି ।

  • Congress releases list of 5 candidates for Lok Sabha elections in Haryana; Bhupinder Singh Hooda to contest from Sonipat, Nirmal Singh from Kurukshetra, Bhavya Bishnoi from Hisar, Kuldeep Sharma from Karnal and Avtar Singh Bhadana (in place of Lalit Nagar) from Faridabad pic.twitter.com/wUVX34NKXu

    — ANI (@ANI) April 21, 2019 " class="align-text-top noRightClick twitterSection" data=" ">

ହରିୟାଣାର ପୂର୍ବତନ ମୁଖ୍ୟମନ୍ତ୍ରୀ ଭୁପେନ୍ଦ୍ର ସିଂ ହୁଡ୍ଡା ସୋନିପତରୁ ମଇଦାନକୁ ଓହ୍ଲାଇଛନ୍ତି । ସେହିପରି କୁରୁକ୍ଷେତ୍ରରୁ ନିର୍ମଳ ସିଂ, ହିସାରରୁ ଭାବ୍ୟା ବିଷ୍ଣୟୀ, କରନାଲରୁ କୁଲଦୀପ ଶର୍ମା ଓ ଫରିଦାବାଦରୁ ଅବତାର ସିଂ ଭାଦାନାଙ୍କୁ କଂଗ୍ରେସ ଟିକେଟ ଦେଇଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.