ETV Bharat / bharat

କଂଗ୍ରେସର ନୂଆ ତାଲିକା ଜାରି, ଗୁଣାରୁ ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଟିକେଟ

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୀଷ ତିୱାରୀ ପଞ୍ଜାବର ଆନନ୍ଦପୁର ସାହେବ ଆସନରୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ସେହିପରି କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏମପିର ଗୁଣା ଆସନରୁ ଟିକେଟ ମିଳିଛି ।

author img

By

Published : Apr 12, 2019, 11:26 PM IST

ଡିଜାଇନ ଫଟୋ

ନୂଆଦିଲ୍ଲୀ: ସାଧାରଣ ନିର୍ବାଚନକୁ ନେଇ ଚଳଚଞ୍ଚଳ ହୋଇ ଉଠିଛି ସମସ୍ତ ରାଜନୈତିକ ଦଳ । ପ୍ରାୟଦିନ ରାଜନୈତିକ ଦଳ ନିଜ ନିଜ ଦଳ ପାଇଁ ଘୋଷଣା କରୁଛନ୍ତି ପ୍ରାର୍ଥୀଙ୍କ ନାଁ । ଏହି କ୍ରମରେ କଂଗ୍ରେସ ଆଜି ଘୋଷଣା କରିଛି ଆଉ ଏକ ପ୍ରାର୍ଥୀ ତାଲିକା । ଏଥିରେ ମଧ୍ୟ ପ୍ରଦେଶ, ଜମ୍ମୁ କଶ୍ମୀର, ପଞ୍ଜାବ ଓ ବିହାରର ୭ ଜଣ ପ୍ରାର୍ଥୀଙ୍କ ନାଁ ରହିଛି ।

କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ମନୀଷ ତିୱାରୀ ପଞ୍ଜାବର ଆନନ୍ଦପୁର ସାହେବ ଆସନରୁ ନିର୍ବାଚନୀ ମଇଦାନକୁ ଓହ୍ଲାଇଛନ୍ତି । ସେହିପରି କଂଗ୍ରେସ ନେତା ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ ଏମପିର ଗୁଣା ଆସନରୁ ଟିକେଟ ମିଳିଛି ।

ସେହିପରି କଂଗ୍ରେସ ବିହାରର ବାଲ୍ମୀକୀ ନଗରରୁ ଶ୍ବାସତ କେଦାର, ଜମ୍ମୁ କଶ୍ମୀରର ଲାଦ୍ଦାଖରୁ ରିଜିନ ସ୍ପାଲବାର, ଏମପିର ବିଦିଶାରୁ ଶୈଲେନ୍ଦ୍ରା ପଟେଲ ରାଜଗଡରୁ ମୋନା ସୁସଟାନୀ ଓ ପଞ୍ଜାବର ସାଙ୍ଗରୁରରୁ କେୱାଲ ସିଂ ଧିଲ୍ଲୋନଙ୍କୁ ଟିକେଟ ମିଳିଛି ।

Intro:Body:

ddghd

Conclusion:

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.