ETV Bharat / bharat

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ; କଂଗ୍ରେସ ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା - ମହାରାଷ୍ଟ୍ର ପାଇଁ କଂଗ୍ରେସ ଜାରି କଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ମୋଟ୍ 51 ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି।

ଫାଇଲ ଫଟୋ
author img

By

Published : Sep 29, 2019, 9:39 PM IST

ମୁମ୍ବାଇ: ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା କଂଗ୍ରେସ । ପ୍ରଥମ ପର୍ଯ୍ୟାୟରେ ମୋଟ୍ 51 ପ୍ରାର୍ଥୀଙ୍କ ନାମ ପ୍ରକାଶ ପାଇଛି। କଂଗ୍ରେସର ମୁଖ୍ୟ କାର୍ଯ୍ୟାଳୟରେ ହୋଇଥିବା ନିର୍ବାଚନ କମିଟିର ବୈଠକରେ ଏହି ନାମଗୁଡିକ ଉପରେ ମୋହର ଲାଗିଛି ।

ପ୍ରଥମ ତାଲିକାରେ କଂଗ୍ରେସର ଅନେକ ବରିଷ୍ଠ ନେତାଙ୍କ ନାମ ସାମ୍ନାକୁ ଆସିଛି । ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଚୌହାନଙ୍କୁ ଦଳ ଟିକେଟ ଦେଇଛି । ସେହିପରି ବିଜୟ ବେଦେଟ୍ଟିୱାର, ବାଲା ସାହିବ ଥୋରାଟ, ନସୀମ ଖାନ, ବିଶ୍ବଜିତ କଦମ, ଅମିତ ଦେଶମୁଖ, ପ୍ରଣିତି ସିନ୍ଧେ ଏବଂ ନିତିନ ରାଉତଙ୍କୁ ଦଳ ପ୍ରଥମ ତାଲିକାରେ ସ୍ଥାନ ଦେଇଛି । ସେପଟେ ମୁମ୍ବାଇର 9 ଆସନ ପାଇଁ ମଧ୍ୟ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ ।

ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ଏବଂ ହରିୟାଣାରେ ଅକ୍ଟୋବର 21 ରେ ବିଧାନସଭା ନିର୍ବାଚନ ହେବ ଏବଂ ଅକ୍ଟୋବର 24 ରେ ଭୋଟ ଗଣତି ହେବ । ସେପଟେ ବିଜେପି ଆଜି ମୁଖ୍ୟ କାର୍ଯ୍ୟାଳୟରେ କେନ୍ଦ୍ରୀୟ ନିର୍ବାଚନ କମିଟିର ବୈଠକ କରୁଛି। ଏହି ବୈଠକରେ ହରିୟାଣା ଏବଂ ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ବାବଦରେ ଆଲୋଚନା ହେଉଛି।

Intro:Body:

testing3

Conclusion:

For All Latest Updates

TAGGED:

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.