ETV Bharat / bharat

ହସ୍ପିଟାଲରୁ ଡିସଚାର୍ଜ ହେଲେ ସୋନିଆ ଗାନ୍ଧୀ - ସୋନିଆ ଗାନ୍ଧୀ

୭୩ ବର୍ଷୀୟା ସୋନିଆ ଗାନ୍ଧୀ ଜୁଲାଇ 30 ତାରିଖରେ ସାର୍ ଗଙ୍ଗାରାମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କୁ ରେଗୁଲାର ହେଲ୍ଥ ଚେକ୍ଅପ୍‌ ପାଇଁ ଭର୍ତ୍ତି କରାଯାଇଥିଲା ।

ସୋନିଆ ଗାନ୍ଧୀ
ସୋନିଆ ଗାନ୍ଧୀ
author img

By

Published : Aug 2, 2020, 2:36 PM IST

ନୂଆଦିଲ୍ଲୀ : ଦିଲ୍ଲୀର ଏକ ହସ୍ପିଟାଲରେ ଭର୍ତ୍ତି ହୋଇଥିବା କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସ୍ଥିର ରହିଛି । ରବିବାର ତାଙ୍କୁ ଡିସଚାର୍ଜ କରାଯାଇଛି। ଡାକ୍ତରଖାନା ପରିଚାଳନା ବୋର୍ଡର ଚେୟାରମ୍ୟାନ୍ ଡ. ଡି.ଏସ୍ ରାଣା ଏନେଇ ସୂଚନା ଦେଇଛନ୍ତି ।

୭୩ ବର୍ଷୀୟା ସୋନିଆ ଗାନ୍ଧୀ ଜୁଲାଇ 30 ତାରିଖରେ ସାର୍ ଗଙ୍ଗାରାମ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ହସ୍ପିଟାଲ ଅଧିକାରୀଙ୍କ ପକ୍ଷରୁ କୁହାଯାଇଥିଲା ଯେ, ସୋନିଆ ଗାନ୍ଧୀଙ୍କୁ ଗୁରୁବାର ସନ୍ଧ୍ୟା ପାଖାପାଖି ୭ ଟାରେ ରେଗୁଲାର ଚେକଅପ ପାଇଁ ଭର୍ତ୍ତି କରାଯାଇଥିଲା ।

ତେବେ ହସ୍ପିଟାଲରେ ଭର୍ତ୍ତି ହେବାର ପାଖାପାଖି ୨ ଦିନ ପୂର୍ବରୁ ସୋନିଆ ଗାନ୍ଧୀ ପାର୍ଟିର ରାଜ୍ୟସଭା ସଦସ୍ୟଙ୍କ ସହିତ ଭିଡିଓ କନ୍‌ଫରେନ୍ସିଂ ଜରିଆରେ ବୈଠକ କରିଥିଲେ । ଏହି ବୈଠକରେ ରାଜସ୍ଥାନରେ ଚାଲିଥିବା ରାଜେନୖତିକ ସଙ୍କଟ ଉପରେ ଆଲୋଚନା ହୋଇଥିଲା । ଏଥିସହିତ କୋରୋନା ମହାମାରୀ ଏବଂ ଲଦାଖରେ ଚୀନର ଅନୁପ୍ରବେଶ ନେଇ ସରକାରଙ୍କ କୁପ୍ରବନ୍ଧନ ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରିଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.