ETV Bharat / bharat

‘ହାୱଡି ମୋଦି’ କୁ ନେଇ ଫସିଲେ ଶଶି ଥରୁର - ଇନ୍ଦିରା ଗାନ୍ଧୀ ଓ ନେହେରୁଙ୍କ ସହ ତୂଳନା

ଚର୍ଚ୍ଚାରେ ‘ହାୱଡି ମୋଦି’ କାର୍ଯ୍ୟକ୍ରମ । ଏଥିରୁ ବାରି ହୋଇପଡୁଥିଲା ପ୍ରକୃତରେ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ମୋଦି ନିଜର ଲୋକପ୍ରିୟତାକୁ ଶୀର୍ଷ ସ୍ତରରେ ପହଞ୍ଚାଇ ପାରିଛନ୍ତି । ତେବେ ଏହି ସଫଳତା ଓ ଲୋକପ୍ରିୟତାକୁ ନେଇ ତାତ୍ସଲ୍ୟ କରିଛି କଂଗ୍ରେସ ।

ଫାଇଲ ଫଟୋ
author img

By

Published : Sep 24, 2019, 3:23 PM IST

ନୂଆଦିଲ୍ଲୀ: ଚର୍ଚ୍ଚାରେ ‘ହାୱଡି ମୋଦି’ କାର୍ଯ୍ୟକ୍ରମ । ଏହାର ଆରମ୍ଭରୁ ଶେଷ ଯାଏଁ ଷ୍ଟାଡିୟମରେ ମୋଦି ମୋଦି ଧ୍ବନି ଶୁଣିବାକୁ ମିଳିଥିଲା । ଏଥିରୁ ବାରି ହୋଇପଡୁଥିଲା ପ୍ରକୃତରେ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ମୋଦି ନିଜର ଲୋକପ୍ରିୟତାକୁ ଶୀର୍ଷ ସ୍ତରରେ ପହଞ୍ଚାଇ ପାରିଛନ୍ତି । ତେବେ ଏହି ସଫଳତା ଓ ଲୋକପ୍ରିୟତାକୁ ନେଇ ତାତ୍ସଲ୍ୟ କରିଛି କଂଗ୍ରେସ ।

କଂଗ୍ରେସର ବରିଷ୍ଠ ନେତା ଶଶୀ ଥରୁର ସର୍ବଦା ନିଜ ବିବାଦୀୟ ବୟାନ ପାଇଁ ଚର୍ଚ୍ଚାରେ ରହି ଆସିଛନ୍ତି । ଏବେ କୌଣସି ଯୋଜନା କି କୌଣସି ପ୍ରସଙ୍ଗରେ ନୁହେଁ ବରଂ ମୋଦିଙ୍କ ‘ହାୱଡି ମୋଦି’ କାର୍ଯ୍ୟକ୍ରମକୁ ନେଇ ଯେଉଁ ବୟାନ ଦେଇଛନ୍ତି ତାକୁ ନେଇ ଏବେ ସେ ନିଜେ ସଫେଇ ବି ଦେଇଛନ୍ତି।

ଏନେଇ ସେ ଏକ ଟ୍ବିଟ କରି ଲେଖିଥିଲେ ଯେ, 1954 ମସିହାରେ ଜବାହାର ଲାଲ ନେହେରୁ ଓ ଇନ୍ଦିରାଗାନ୍ଧୀ ମଧ୍ୟ ଆମେରିକା ଯାଇଥିଲେ। ଆଉ କୌଣସି ପିଆର କ୍ୟାମ୍ପେନରେ ଏତେ ଜନ ସମାଗମ ଏହା ପ୍ରମାଣିତ କରୁଛି ଯେ, ସେତେବେଳେ ସେମାନଙ୍କ ଲୋକପ୍ରିୟତା । ଏତିକି ଲେଖି, ସେ ତତ୍କାଳିନ ଫଟୋ ସେୟାର କରିଥିଲେ ।

ଆଉ ଏହାପରେ ଆରମ୍ଭ ହୋଇଥିଲା ସମାଲୋଚନାର ପର୍ବ । ଜଣେ ୟୁଜର ଏହାକୁ 1956 ମସିହାରେ ମସ୍କୋ ଗସ୍ତ ଦର୍ଶାଇ ପ୍ରକୃତ କଥା ସାମ୍ନାକୁ ଆଣିଥିଲେ । ତେବେ ସମାଲୋଚନା ହେବା ପରେ ନିଜ ଭୁଲ ମାନିବା ସହ କଥାକୁ ଅଲଗା ଢଙ୍ଗରେ କହିଥିଲେ ଥରୁର । ସେ କହିଛନ୍ତି, "ଯାହା ହେଉ ନା କାହିଁକି ପୂର୍ବ ପ୍ରଧାନମନ୍ତ୍ରୀ ମାନେ ବି ବିଦେଶରେ ବେଶ ଲୋକପ୍ରିୟତା ସାଉଁଟିଛନ୍ତି । ଯଦି ମୋଦି ବିଦେଶରେ ସମ୍ମାନିତ ହେଉଛନ୍ତି ତାହେଲେ ତାହା ଭାରତର ପ୍ରଧାନମନ୍ତ୍ରୀ ସମ୍ମାନିତ ହେଉଛନ୍ତି । ଏହା ଭାରତ ପାଇଁ ସମ୍ମାନ" ବୋଲି ସେ ସଫେଇ ରଖିଛନ୍ତି ।

Intro:Body:

ନୂଆଦିଲ୍ଲୀ: ଚର୍ଚ୍ଚାରେ ହାୱଡି ମୋଦି କାର୍ଯ୍ୟକ୍ରମ । କାର୍ଯ୍ୟକ୍ରମର ଆରମ୍ଭରୁ ଶେଷ ଯାଏଁ ଷ୍ଟାଡିୟମରେ ମୋଦି ମୋଦି ଧ୍ବନି ଶୁଣିବାକୁ ମିଳିଥିଲା । ଏଥିରୁ ବାରି ହୋଇପଡୁଥିଲା ପ୍ରକୃତରେ କେବଳ ଦେଶ ନୁହେଁ ବିଦେଶରେ ମଧ୍ୟ ମୋଦି ନିଜର ଲୋକପ୍ରିୟତାକୁ ଶୀର୍ଷ ସ୍ତରରେ ପହଞ୍ଚାଇ ପାରିଛନ୍ତି । ତେବେ ଏହି ସଫଳତା ଓ ଲୋକପ୍ରିୟତାକୁ ନେଇ ତାତ୍ସଲ୍ୟ କରିଛି କଂଗ୍ରେସ ।

Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.