ETV Bharat / bharat

ରାହୁଲଙ୍କ ହେଲିକପ୍ଟରର ଜରୁରୀ ଅବତରଣ, କ୍ରିକେଟ ଖେଳିଲେ କଂଗ୍ରେସ ଯୁବରାଜ

ହରିୟାଣାର ମହେନ୍ଦ୍ରଗଡରେ ନିର୍ବାଚନୀ ପ୍ରଚାର ସାରିବା ପରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଖରାପ ପାଗ କାରଣରୁ ରାହୁଲଙ୍କ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ଏହି ସମୟରେ ସେ ରେୱାଡି ଠାରେ ଅଟକି କ୍ରିକେଟ ଖେଳିଥିଲେ । ଅଧିକ ପଢନ୍ତୁ...

ଡିଜାଇନ ଫଟୋ
author img

By

Published : Oct 18, 2019, 9:19 PM IST

ନୂଆଦିଲ୍ଲୀ: ହରିୟାଣା ନିର୍ବାଚନ ପ୍ରଚାରରେ ବ୍ୟସ୍ତ ରାହୁଲ ଗାନ୍ଧୀ । ସେ ଲଗାତାର ପ୍ରଚାର କରୁଛନ୍ତି । ହରିୟାଣାର ମହେନ୍ଦ୍ରଗଡରେ ନିର୍ବାଚନୀ ପ୍ରଚାର ସାରିବା ପରେ ଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିବା ସମୟରେ ଖରାପ ପାଗ କାରଣରୁ ରାହୁଲଙ୍କ ହେଲିକପ୍ଟରକୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା ।

ଭିଡିଓ ସୌଜନ୍ୟ: ସୋସିଆଲ ମିଡିଆ@MahilaCongress

ଖରାପ ପାଗ କାରଣରୁ ରାହୁଲଙ୍କ ହେଲିକପ୍ଟରକୁ ଶୁକ୍ରବାର ରେୱାଡିର କେଏଲପି କଲେଜ ପଡିଆରେ ଜରୁରୀକାଳୀନ ଅବତରଣ କରାଯାଇଥିଲା । ଏହି ଅବସରରେ ରାହୁଲ ସେଠାରେ କିଛି ପିଲାଙ୍କ ସହ ଗଲି କ୍ରିକେଟର ମଜା ନେଇଥିଲେ ।

ରେୱାଡି ଠାରେ କିଛି ସମୟ ଅଟକିଥିଲେ ରାହୁଲ । ସେହି ସମୟରେ ସେ ପିଲାଙ୍କ ସହ ମିଶି କ୍ରିକେଟ ଖେଳିଥିଲେ । ପରେ ରାହୁଲ ସଡକ ପଥରେ ଦିଲ୍ଲୀ ଫେରିଥିଲେ ।

ରେୱାଡିରେ ହେଲିକପ୍ଟର ଜରୁରୀକାଳୀନ ଅବତରଣ ପରେ ରାହୁଲଙ୍କ ସହ ଫଟୋ ଉଠାଇବା ପାଇଁ ଭିଡ ଜମିଥିଲା । ରାହୁଲଙ୍କ ସହ ସେଲ୍ଫି ନେଇଥିଲେ ସ୍ଥାନୀୟ ଜନତା ଓ ନେତା ।

Intro:मौसम ने रोकी राहुल के पुष्पक विमान की रफ्तार राव तुलाराम स्टेडियम में की एमरजेंसी लेंडिंगरेवाड़ी, 18 अक्टूबर।Body:हरियाणा चुनाव अब आखिरी चरण में होने से राष्ट्रिय दिग्गज भी हरियाणा के रण में हुंकार भरने पहुंच रहे है। आज साय 4 बजे महेंद्रगढ़ के खेल स्टेडियम में कांग्रेस प्रत्याशी राव दानसिंह के पक्ष एक जनसभा को संबोधित करने पहुंचना था की अचानक मौसम ख़राब होने की वजह से रेवाड़ी के राव तुलाराम स्टेडियम में एमरजेंसी लेंडिंग करनी पड़ी। जहां केरल के वायनाड से सांसद राहुल गाँधी ने स्टेडियम में मौजूद बच्चों के साथ हाथ में बल्ला पकड़े हुए दिखाई दें रहे है। राहुल गाँधी की सूचना पाकर पूर्व मंत्री कैप्टन अजय सिंह यादव व उनके कुछ समर्थक वहां पहुंचे जहां उन्होंने राहुल के साथ सेल्फी ली। उनके साथ गुलाम नकवी, कुमारी शैलजा व अन्य नेता साथ थे। खराब मौसम के चलते वे सड़क मार्ग से होते हुए महेंद्रगढ़ जनसभा के लिए निकल गए।
-- Conclusion:खराब मौसम के चलते वे सड़क मार्ग से होते हुए महेंद्रगढ़ जनसभा के लिए निकल गए।
--
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.