ETV Bharat / bharat

ରାହୁଲ ଗାନ୍ଧୀ ଗିରଫ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଧାରା 188 ଆଧାରରେ ଗିରଫ କରାଯାଇଥିବା ସୂଚନା ମିଳିଛି । ସମ୍ପୂର୍ଣ୍ଣ ଅଞ୍ଚଳରେ ଧାରା 144 ଲାଗୁ ହୋଇଥିବା ସତ୍ତ୍ବେ ଉଭୟ ନେତା ହାଥରସ ଯିବାକୁ ଜିଦ୍‌ ଧରିଛନ୍ତି । ଅଧିକ ପଢନ୍ତୁ...

author img

By

Published : Oct 1, 2020, 3:42 PM IST

Updated : Oct 1, 2020, 3:56 PM IST

ରାହୁଲ ଗାନ୍ଧୀ ଗିରଫ
ରାହୁଲ ଗାନ୍ଧୀ ଗିରଫ

ଲକ୍ଷ୍ନୌ: ହାଥରସ ଗଣଦୁଷ୍କର୍ମ ଘଟଣାକୁ ନେଇ ସାରା ଦେଶରେ ନ୍ୟାୟ ପାଇଁ ଉଠୁଛି ଦାବି । ଏପରିସ୍ଥିତିରେ ଗୁରୁବାର କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ମହାସଚିବ ପ୍ରିୟଙ୍କା ଗାନ୍ଧୀ ପୀଡିତାଙ୍କ ପରିବାରକୁ ଭେଟିବାକୁ ହାଥରସ ଅଭିମୁଖେ ବାହାରିଥିଲେ । ହେଲେ ରାସ୍ତାରେ ତାଙ୍କୁ ଅଟକାଇଥିଲା ପୋଲିସ । କିଛି ସମୟରେ ଉଭୟ ନେତା ଓ ପୋଲିସ କର୍ମୀଙ୍କ ମଧ୍ୟରେ ସଂଘର୍ଷ ହେବା ପରେ ରାହୁଲ ଗାନ୍ଧୀଙ୍କୁ ଗିରଫ କରାଯାଇଛି ।

ରାହୁଲ ଗାନ୍ଧୀ ଗିରଫ

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଧାରା 188 ଆଧାରରେ ଗିରଫ କରାଯାଇଥିବା ସୂଚନା ମିଳିଛି । ସମ୍ପୂର୍ଣ୍ଣ ଅଞ୍ଚଳରେ ଧାରା 144 ଲାଗୁ ହୋଇଥିବା ସତ୍ତ୍ବେ ଉଭୟ ନେତା ହାଥରସ ଯିବାକୁ ଜିଦ୍‌ ଧରିଛନ୍ତି । ଏନେଇ ବାଧ୍ୟ ହୋଇ ପୋଲିସକୁ ସେମାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେବାକୁ ପଡିଛି । ତେବେ କେଉଁ କାରଣରୁ ଏହି ଗିରଫଦାରୀ ହୋଇଥିବା ନେଇ ପ୍ରଶ୍ନ କରିଛନ୍ତି ରାହୁଲ ।

ମହାମାରୀ ସଂକ୍ରମଣ ଯୋଗୁଁ କୋଭିଡ ଆଇନ ଉଲ୍ଲଂଘନ ହେଉଥିବା ଦର୍ଶାଇ ପୋଲିସ ରାହୁଲଙ୍କୁ ଗରିଫ କରିଛି ବୋଲି ପ୍ରତିକ୍ରିୟା ଦେଇଛନ୍ତି ନୋଏଡା ଏଡିସିପି ରଣବିଜୟ ସିଂହ ।

@ANI

Last Updated : Oct 1, 2020, 3:56 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.