ETV Bharat / bharat

ନୂତନ ଶିକ୍ଷା ନୀତିକୁ ସମର୍ଥନ କରି ରାହୁଲଙ୍କୁ କ୍ଷମା ମାଗିଲେ କଂଗ୍ରେସ ନେତ୍ରୀ - କଂଗ୍ରେସ ନେତ୍ରୀ ଖୁସବୁ ସୁନ୍ଦର

ନୂତନ ଶିକ୍ଷାନୀତିକୁ ସ୍ବାଗତ ଜଣାଇଛନ୍ତି ଚଳଚିତ୍ର ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଖୁସବୁ ସୁନ୍ଦର । ହେଲେ ଏନେଇ ତାଙ୍କୁ ପରେ ରାହୁଲ ଗାନ୍ଧୀଙ୍କୁ କ୍ଷମା ମାଗିବାକୁ ପଡିଛି । ଅଧିକ ପଢନ୍ତୁ...

ନୂତନ ଶିକ୍ଷା ନୀତିକୁ ସମର୍ଥନ କରି ରାହୁଲଙ୍କୁ କ୍ଷମା ମାଗିଲେ କଂଗ୍ରେସ ନେତ୍ରୀ

author img

By

Published : Jul 30, 2020, 9:46 PM IST

ନୂଆଦିଲ୍ଲୀ: ଦେଶରେ ନୂତନ ଶିକ୍ଷାନୀତିର ଘୋଷଣା କରିଛନ୍ତି ମୋଦି ସରକାର । ଅନେକ ଏହାକୁ ସ୍ବାଗତ କରୁଥିବା ବେଳେ କେହି କେହି ଏହାକୁ ବିରୋଧ ମଧ୍ୟ କରୁଛନ୍ତି । ତେବେ ଏପରିସ୍ଥିତିରେ ନୂତନ ଶିକ୍ଷାନୀତିକୁ ସ୍ବାଗତ ଜଣାଇଛନ୍ତି ଚଳଚିତ୍ର ଅଭିନେତ୍ରୀ ତଥା କଂଗ୍ରେସ ନେତ୍ରୀ ଖୁସବୁ ସୁନ୍ଦର । ହେଲେ ଏନେଇ ତାଙ୍କୁ ପରେ କ୍ଷମା ମାଗିବାକୁ ପଡିଛି ।

ନୂତନ ଶିକ୍ଷା ନୀତିକୁ ସମର୍ଥନ କରି ରାହୁଲଙ୍କୁ କ୍ଷମା ମାଗିଲେ କଂଗ୍ରେସ ନେତ୍ରୀ
ନୂତନ ଶିକ୍ଷା ନୀତିକୁ ସମର୍ଥନ କରି ରାହୁଲଙ୍କୁ କ୍ଷମା ମାଗିଲେ କଂଗ୍ରେସ ନେତ୍ରୀ

ପାର୍ଟି ଲାଇନରୁ ବାହାରି ନୂତନ ଶିକ୍ଷାନୀତିକୁ ସ୍ବାଗତ କରିଥିବାରୁ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ଟ୍ବିଟ କରି କ୍ଷମା ପ୍ରାର୍ଥନା କରିଛନ୍ତି ଖୁସବୁ ସୁନ୍ଦର । ସେ ଟ୍ବିଟରେ ଲେଖିଛନ୍ତି ନୂତନ ଶିକ୍ଷାନୀତି 2020 ଉପରେ ମୋର ମତ ଦଳ ଠୁ ଭିନ୍ନ । ଏନେଇ ମୁଁ ରାହୁଲ ଗାନ୍ଧୀଙ୍କୁ କ୍ଷମା ପ୍ରାର୍ଥନା କରିବାକୁ ଚାହୁଁଛି । ରୋବର୍ଟ ଭଳି ମୁଣ୍ଡ ହଲାଇବା ବ୍ୟତିତ ତଥ୍ୟ ଉପରେ ହିଁ କଥା କୁହେ । ଆମେ ଆମ ନେତା ସହ ସବୁ କ୍ଷେତ୍ରରେ ସହମତ ହୋଇପାରିବୁ ନାହିଁ । ନାଗରିକ ହିସାବରେ ଆମେ ନିର୍ଭିକ ଭାବରେ ଆମେ ଆମର ବିଚାର ରଖିପାରିବୁ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.