ETV Bharat / bharat

ରେଳବାଇର ବିବୃତ୍ତିକୁ ଆଶ୍ଚର୍ଯ୍ୟଜନକ କହିଲେ ପ୍ରିୟଙ୍କା ଗାନ୍ଧୀ - ରେଳୱେ

ରେଳବାଇ ଏକ ବିବୃତ୍ତିରେ କହିଥିଲା ଯେ ଦୁର୍ବଳ ଲୋକମାନେ ରେଳ ଯୋଗେ ଯାତ୍ରା କରିବା ଉଚିତ୍ ନୁହେଁ'। ରେଳୱେର ଏହି ବିବୃତ୍ତିକୁ ନେଇ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆଶ୍ଚର୍ଯ୍ୟଜନକ କହିଛନ୍ତି । ଏଥିସହ ସେ କହିଛନ୍ତି ବର୍ତ୍ତମାନ ସମୟ ପ୍ରବାସୀ ଶ୍ରମିକଙ୍କ ପ୍ରତି ସମ୍ବେଦନଶୀଳତା ଦେଖାଇବା ଅଟେ ।

railway
ରେଳୱେର ବିବୃତ୍ତିକୁ ଆଶ୍ଚର୍ଯ୍ୟଜନକ କହିଲେ ପ୍ରିୟଙ୍କା ଗାନ୍ଧୀ
author img

By

Published : Jun 1, 2020, 4:32 PM IST

ନୂଆଦିଲ୍ଲୀ: ରେଳୱେର ଏକ ବିବୃତ୍ତିକୁ ଆଶ୍ଚର୍ଯ୍ୟ ଜନକ କହିଛନ୍ତି ପ୍ରିୟଙ୍କା ଗାନ୍ଧୀ । ରେଳବାଇ ଏକ ବିବୃତ୍ତିରେ କହିଥିଲା ଯେ ଦୁର୍ବଳ ଲୋକମାନେ ରେଳ ଯୋଗେ ଯାତ୍ରା କରିବା ଉଚିତ୍ ନୁହେଁ'। ରେଳୱେର ଏହି ବିବୃତ୍ତିକୁ ନେଇ କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଆଶ୍ଚର୍ଯ୍ୟଜନକ କହିଛନ୍ତି ।ଏଥିସହ ସେ କହିଛନ୍ତି ବର୍ତ୍ତମାନ ସମୟ ପ୍ରବାସୀ ଶ୍ରମିକଙ୍କ ପ୍ରତି ସମ୍ବେଦନଶୀଳତା ଦେଖାଇବା ଅଟେ ।

ପ୍ରିୟଙ୍କା ଗାନ୍ଧୀ ଏକ ଗଣମାଧମକୁ ମଧ୍ୟ ଟାର୍ଗେଟ କରିଥିଲେ ଯେଉଁଥିରେ କୁହାଯାଇଥିଲା ଯେ ଆରପିଏଫ ଆକଳନ ଅନୁଯାୟୀ ଟ୍ରେନ ଯାତ୍ରା ସମୟରେ 80 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଛି।

ପ୍ରିୟଙ୍କା ଗାନ୍ଧୀ ଟ୍ବିଟ୍ କରି କହିଛନ୍ତି, ‘ଶ୍ରମିକ ଟ୍ରେନରେ 80 ଜଣଙ୍କର ମୃତ୍ୟୁ ହୋଇଛି। 40 ପ୍ରତିଶତ ଟ୍ରେନ୍ ବିଳମ୍ବରେ ଚାଲୁଛି । ଅନେକ ଟ୍ରେନ୍ ରାସ୍ତା ପାଉନାହାନ୍ତି। କେତେକ ସ୍ଥାନରେ ଯାତ୍ରୀମାନଙ୍କ ପ୍ରତି ଅମାନୁଷିକ ବ୍ୟବହାରର ଫଟୋ ସାମ୍ନାକୁ ଆସିଛି।’

ସେ କହିଛନ୍ତି ଯେ, ଏସବୁ ମଧ୍ୟରେ ରେଳ ମନ୍ତ୍ରଣାଳୟର ବିବୃତ୍ତି ‘ଦୁର୍ବଳ ଲୋକମାନେ ଟ୍ରେନରେ ଯାତ୍ରା କରିବା ଉଚିତ୍ ନୁହେଁ’ ଏହା ଆଶ୍ଚର୍ଯ୍ୟକର। ପ୍ରବାସୀ ଶ୍ରମିକ ମାନଙ୍କୁ ପ୍ରଥମ ଦିନରୁ ହିଁ ଅଣଦେଖା କରାଯାଇଛି । ଯେଉଁ ସମୟରେ ସେମାନଙ୍କୁ ଅଧିକ ସମ୍ବେଦନଶୀଳତା ଦେବା ଆବଶ୍ୟକ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.