ETV Bharat / bharat

ଅଜିତ ଡୋଭାଲଙ୍କ ଭିଡିଓକୁ କଂଗ୍ରେସର ସମାଲୋଚନା - ଧାରା 370

କାଶ୍ମୀରରେ ସ୍ଥିରତାକୁ ନେଇ ଅଜିତ ଡୋଭାଲଙ୍କ ଭିଡିଓକୁ କଂଗ୍ରେସ ନେତା ଗୁଲାମନବୀ ଆଜାଦ ସମାଲୋଚନା କରିଛନ୍ତି ।

ଫାଇଲ ଫଟୋ
author img

By

Published : Aug 8, 2019, 1:44 PM IST

ନୂଆଦିଲ୍ଲୀ: ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଗତକାଲି ସୋପିଆନ ଗସ୍ତରେ ଯାଇଥିଲେ । ଗସ୍ତ ଅବସରରେ ସେ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା ଓ ଖାଉଥିବାର ଦେଖିବାକୁ ମିଳିଥିଲା । ଏହି ଭିଡିଓକୁ ସମାଲୋଚନା କରିଛନ୍ତି କଂଗ୍ରେସ ନେତା ଗୁଲାମନବୀ ଆଜାଦ । କଂଗ୍ରେସ ନେତା ଗୁଲାମନବୀ ଆଜାଦ କହିଛନ୍ତି, ଆପଣ ଟଙ୍କା ଖର୍ଚ୍ଚ କରି ଯାହାକୁ ମଧ୍ୟ ସାଙ୍ଗରେ ନେଇ ଯାଇପାରିବ ।

ଧାରା 370ର ଉପଧାରା ଓ 35(ଏ) ଉଚ୍ଛେଦ ପରେ ବିଶୃଙ୍ଖଳା ଆଶଙ୍କାରେ ବ୍ୟାପକ ସୈନ୍ୟ ମୁତୟନ କରାଯାଇଥିଲା । କଂଗ୍ରେସ ଓ ପିଡିପି ପକ୍ଷରୁ ଏହାକୁ ବିଜେପିର ଅମାନବିକତା ବୋଲି କୁହାଯାଇଥିଲା । ଗତକାଲି ଅଜିତ ଡୋଭାଲଙ୍କ ଗତକାଲିର ଭିଡିଓ କାଶ୍ମୀରରେ ସ୍ଥିରତା ଥିବାର ସୂଚନା ଦେଇଛି ।

Intro:Body:Conclusion:
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.