ETV Bharat / bharat

ଘୋଷଣା ହେଲା କଂଗ୍ରେସ ପ୍ରାର୍ଥୀ ତାଲିକା

ରାଜସ୍ଥାନ, ଗୁଜୁରାଟ ଓ ଉତ୍ତର ପ୍ରଦେଶର ପାଇଁ କଂଗ୍ରେସର ପ୍ରାର୍ଥୀ ତାଲିକା ଘୋଷଣା। କଂଗ୍ରେସ  ଜାରି କରିଥିବା ତାଲିକାରେ 31 ଜଣ ପ୍ରାର୍ଥୀଙ୍କ ନାମ ରହିଛି। ଏଥିମଧ୍ୟରୁ 19ଜଣ ରାଜସ୍ଥାନର ହୋଇଥିବା ବେଳେ 6ଜଣ ଗୁଜୁରାଟ ଓ ଉତ୍ତର ପ୍ରଦେଶର।

author img

By

Published : Mar 29, 2019, 1:01 PM IST

ଫଟୋ ସୌଜନ୍ୟ: ସୋସିଆଲ ମିଡିଆ/@ANI

ନୂଆଦିଲ୍ଲୀ: ନିର୍ବାଚନ ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀଙ୍କ ପୁଅ। ରାଜସ୍ଥାନର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପୁଅ ବୈଭବ ଗେହଲଟ ଯୋଧପୁର ସସଂଦୀୟ କ୍ଷେତ୍ରରୁ ଆଗାମୀ ଲୋକସଭା ନିର୍ବାଚନ ଲଢିବେ। ତେବେ ଯୋଧପୁରକୁ ଅଶୋକ ଗେହଲଟଙ୍କ ଗଡ ରୂପେ ମନାଯାଏ। ତେଣୁ ଏହା ବୈଭବଙ୍କ ପାଇଁ ଏକ ପ୍ରକାର ଜିତ୍ କହିଲେ ଭୁଲ୍ ହେବ ନାହିଁ ।

ତେବେ ଗୁରୁବାର ରାତିରେ କଂଗ୍ରେସ ଦ୍ବାରା ଜାରି କରାଯାଇଥିବା ପ୍ରାର୍ଥୀଙ୍କ ଲିଷ୍ଟ ଅନୁଯାୟୀ, ବିଜେପିର ବରିଷ୍ଠ ନେତା ଜଷୱନ୍ତ ସିଂଙ୍କ ପୁଅ ମାନବେନ୍ଦ୍ର ସିଂ ବାରମେରରୁ ନିର୍ବାଚନ ଲଢିବେ। ସେହିପରି ପୂର୍ବ କେନ୍ଦ୍ରିୟ ମନ୍ତ୍ରୀ ଭନୱର ଜିତେନ୍ଦ୍ର ସିଂ ଅଲନରରୁ ନିର୍ବାଚନ ଲଢିବେ। ତେବେ କଂଗ୍ରେସ ଜାରି କରିଥିବା ଲିଷ୍ଟରେ 31 ଜଣ ପାର୍ଥୀଙ୍କ ନାମ ରହିଛି । ଏଥିମଧ୍ୟରୁ 19ଜଣ ରାଜସ୍ଥାନର ଥିବା ବେଳେ 6ଜଣ ଗୁଜୁରାଟ ଓ ଉତ୍ତର ପ୍ରଦେଶର।

ତେବେ ରାଜସ୍ଥାନରେ 25ଟି ସିଟ୍ ର ମତଦାନ ଅପ୍ରେଲ19 ଏବଂ ମେ 6ରେ କରାଯିବ। ସେହିପରି ଉତ୍ତର ପ୍ରଦେଶରେ 11 ଅପ୍ରେଲରୁ ମେ 19 ଯାଏଁ ସାତଟି ସ୍ଥାନରେ ମତଦାନ କରାଯିବ। ଗୁଜୁରାଟରେ ମଧ୍ୟ 26ଟି ସିଟ୍ ପାଇଁ ଅପ୍ରେଲ 23ରେ ମତଦାନ ହେବାବେଳେ ଫଳାଫଳ ଆସିବ ମେ 23ରେ।

slug-scrutiny and rejection
format-avb
report-sadasiba patra
place-Phulabani(Kandhamal)
date-27.3.2019
କନ୍ଧମାଳ ଲୋକସଭା ଆସନ ପାଇଁ ଆଜି ନାମାଙ୍କନ ପତ୍ର ଯାଞ୍ଚ କରାଯାଇଛି  । ରିଟର୍ନିଙ୍ଗ ଅଫିସର ତଥା ଜିଲାପାଳ ଡ. ବୃନ୍ଦା ଡି କନ୍ଧମାଳ ଲୋକସଭା ଆସନ ପାଇଁ ଦାଖଲ ହୋଇଥିବା ଆଠଟି ନାମାଙ୍କନର ଯାଞ୍ଚ କରିଥିଲେ  । ,ସେ ମଧ୍ୟରୁ ତିନୋଟି ବିଭିନ୍ନ କାଗଜାଦ ଦିଆଯାଇନଥିବାରୁ ନାକଚ କରିଥିଲେ ଜିଲାପାଳ  । ତ୍ରିନାମୂଲ କଂଗ୍ରେସ ପ୍ରାର୍ଥୀ ମୃତ୍ୟୁଞ୍ଜୟ ନାୟକ,ହିନ୍ଦୁସ୍ଥାନ ନିର୍ମାଣ ଦଳର ବ୍ରହ୍ମଚାରୀ  ମାଧବଚୈତନ୍ୟ ଏବଂ ଜୟପ୍ରକାଶ ଜନତା ଦଳର ପଦ୍ମଲୋଚନ ସିଂଙ୍କର ପ୍ରାର୍ଥିପତ୍ରକୁ ନାକଚ କରିଛନ୍ତି ରିଟର୍ନିଙ୍ଗ ଅଧିକାରୀ  । ଫଳରେ କନ୍ଧମାଳ ଲୋକସଭା ଆସନ ପାଇଁ ପାଞ୍ଚ ଜଣ ପ୍ରାର୍ଥୀଙ୍କର ନାମାଙ୍କନ କାଏମ ରହିଛି  ।
ସେହିପରି ଫୁଲବାଣୀ ବିଧାନସଭା ଆସନ ପାଇଁ ଦାଖଲ କରାଯାଇଥିବା ବାରଟି ନାମାଙ୍କନ ମଧ୍ୟରୁ ଜୟଶ୍ରୀ କହଁରଙ୍କ ନାମାଙ୍କନ ନାକଚ କରିଛନ୍ତି ଫୁଲବାଣୀ ଉପଜିଲାପାଳ ତଥା ଏଆରଓ ସୁଚାରୁ କୁମାର ବଳ  । ଫଳରେ ଏହି ଆସନ ପାଇଁ ଏବେ ଏଗାର ଜଣ ପ୍ରାର୍ଥୀଙ୍କର କାଏମ ରହିଛି ନାମାଙ୍କନ  । ତେବେ ବାଲିଗୁଡା ଓ ଘୁ.ଉଦୟଗିରି ବିଧାନସଭା ଆସନରେ ପ୍ରତ୍ୟେକ ସାତଟି ନାମାଙ୍କନ ଦାଖଲ ହୋଇଥିବା ବେଳେ ସମସ୍ତ ନାମାଙ୍କନ ପତ୍ର ଯାଞ୍ଚ ପରେ କାଏମ ରହିଥିବା ସୂଚନା ଦେଇଛନ୍ତି ଜିଲାପାଳ ତଥା 13-କନ୍ଧମାଳ ଲୋକସଭା ଆସନର ରିଟର୍ନିଙ୍ଗ ଅଧିକାରୀ  । ବାଲିଗୁଡା ଉପଜିଲାପାଳ ତଥା ଏଆରଓ ସିନ୍ଧେ ଦତ୍ତ୍ବାତ୍ରେୟ ଭାଓସାହେବ ଦୁଇ ବିଧାନସଭା ଆସନର ପ୍ରାର୍ଥୀ ପତ୍ର ଯାଞ୍ଚ କରିଥିଲେ  । ଆସନ୍ତା 29ରେ ପ୍ରାର୍ଥୀ ପତ୍ର ପ୍ରତ୍ୟାହାରର ଶେଷ ଦିନ ଥିବା ବେଳେ ସନ୍ଧ୍ୟାରେ ଚୁଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ  ।
ବାଇଟ୍(1) ଡ. ବୃନ୍ଦା ଡି,ରିଟର୍ନିଙ୍ଗ ଅଧିକାରୀ ତଥା ଜିଲାପାଳ,କନ୍ଧମାଳ ଲୋକସଭା ଆସନ
...........
ଫିଡ୍ ଏଫଟିପିରେ ଯାଇଛି  ।

--
SADASIBA PATRA
DISTRICT CORRESPONDENT/
REPORTER CUM CONTENT EDITOR,
ETV BHARAT ODIA,
KANDHAMAL
AT/PO-PHULABANI
DIST.:KANDHAMAL
ODISHA
9437223003/7008280984
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.