ETV Bharat / bharat

ଔରେୟା ର୍ଦୁଘଟଣାକୁ ନେଇ କଂଗ୍ରେସକୁ ଜବାବ ଦେଲେ ଯୋଗୀ ଆଦିତ୍ୟନାଥ

କୋରୋନା ଭାଇରସ ମଧ୍ୟରେ ଔରେୟା ସଡକ ର୍ଦୁଘଟଣାକୁ ନେଇ ରାଜନୀତି ଥମିବାର ନାମ ନେଉନାହିଁ । ଯାହାକୁ ନେଇ ଗତ ରବିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବିବୃତ୍ତି ଦେଇଛନ୍ତି।

author img

By

Published : May 18, 2020, 9:05 AM IST

aureya accident
ଔରେଙ୍ଗା ର୍ଦୁଘଟଣାକୁ ନେଇ କଂଗ୍ରେସକୁ ଯବାବ ଦେଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ: କୋରୋନା ଭାଇରସ ମଧ୍ୟରେ ଔରେୟା ସଡକ ର୍ଦୁଘଟଣାକୁ ନେଇ ରାଜନୀତି ଥମିବାର ନାମ ନେଉନାହିଁ । ଯାହାକୁ ନେଇ ଗତ ରବିବାର ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଏକ ବିବୃତ୍ତି ଦେଇଛନ୍ତି।

ଯୋଗୀ ଆଦିତ୍ୟନାଥ ବିପକ୍ଷ ଦଳକୁ ଟାର୍ଗେଟ କରି କହିଛନ୍ତି, କୋରୋନା ସଙ୍କଟ ସମୟରେ କଂଗ୍ରେସ ପାର୍ଟୀ ଭଲ ରାଜନୀତି କରୁଛି । ଏଥିସହ ସେ କଂଗ୍ରେସ ଶାସିତ ରାଜ୍ୟକୁ ପରୋକ୍ଷ ରୂପେ ଟାର୍ଗେଟ କରି କହିଛନ୍ତି, ଔରେୟାରେ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁରେ ଦାୟୀ ଥିବା ଏକ ଟ୍ରକ ପଞ୍ଜାବରୁ ତଥା ଅନ୍ୟଟି ରାଜସ୍ଥାନରୁ ଆସିଥିଲା । ନକାରାତ୍ମକ ରାଜନୀତିରେ କଂଗ୍ରେସ ଅଭିଯୋଗ କରିଛି।

ଯୋଗୀ ଆଦିତ୍ୟନାଥ ଔରେୟା ର୍ଦୁଘଟଣା ପରେ ଅନେକ ଟ୍ବିଟ କରି ପ୍ରବାସୀ ଶ୍ରମିକଙ୍କ ଗତିବିଧି ଉପରେ ୟୁପି ସରକାରଙ୍କ ଉଦ୍ୟମ ସମ୍ପର୍କରେ ସୂଚନା ଦେଇଛନ୍ତି। ଏହି ସମୟ ମଧ୍ୟରେ ସେ କହିଛନ୍ତି, ଯଦି କୌଣସି ସଂସ୍ଥା କିମ୍ବା ଦଳ କୋରୋନା ସଙ୍କଟରେ ସହଯୋଗ କରିବାକୁ ଆଗ୍ରହ ପ୍ରକାଶ କରିବାକୁ ଚାହୁଁଛନ୍ତି ସେମାନଙ୍କୁ ସ୍ବାଗତ କରାଯିବ ।

ରାଜସ୍ଥାନ/ପଞ୍ଜାବ କିମ୍ବା ଯେଉଁ ରାଜ୍ୟ ସରକାର ପ୍ରବାସୀ ଶ୍ରମିକ / ଶ୍ରମିକଙ୍କ ତାଲିକା ୟୁପି ସରକାରଙ୍କୁ ପ୍ରଦାନ କରୁଛନ୍ତି । ସେହି ରାଜ୍ୟରୁ ନିରାପଦ ତଥା ସମ୍ମାନଜନକ ପ୍ରତ୍ୟାବର୍ତ୍ତନ ପାଇଁ ଶ୍ରମିକ ଏକ୍ସପ୍ରେସ ଏବଂ ଅନ୍ୟାନ୍ୟ ସୁରକ୍ଷିତ ମାଧ୍ୟମର ବ୍ୟବସ୍ଥା କରାଯାଇଛି। ପ୍ରକାଶ ଥାଉକି, ଗତ ଶନିବାର ଉତ୍ତରପ୍ରଦେଶ ଔରେୟା ସଡକ ର୍ଦୁଘଟଣାରେ 25 ଜଣ ଶ୍ରମିକଙ୍କ ମୃତ୍ୟୁ ଘଟିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.