ETV Bharat / bharat

ଦେଶର ପ୍ରଥମ, କେରଳର ସମସ୍ତ ସ୍କୁଲ ଡିଜିଟାଲାଇଜେସନ

ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ଆନୁଷ୍ଠାନିକ ଭାବେ କେରଳକୁ ସର୍ବଶିକ୍ଷା କ୍ଷେତ୍ରର ପ୍ରଥମ ରାଜ୍ୟ ଭାବରେ ଘୋଷଣା କରିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

author img

By

Published : Oct 12, 2020, 2:22 PM IST

ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍
ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍

ଥିରୁଅନନ୍ତପୁରମ୍: ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ଆନୁଷ୍ଠାନିକ ଭାବେ କେରଳକୁ ସର୍ବଶିକ୍ଷା କ୍ଷେତ୍ରର ପ୍ରଥମ ରାଜ୍ୟ ଭାବରେ ଘୋଷଣା କରିଛନ୍ତି। ଭିଡିଓ କନଫରେନ୍ସ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି।

ସରକାରୀ ବିଦ୍ୟାଳୟ ଗୁଡିକର ଡିଜିଟାଲାଇଜେସନର ଏକ ଅଂଶ ଭାବରେ ରାଜ୍ୟର ସମସ୍ତ ସରକାରୀ ବିଦ୍ୟାଳୟରେ ଉଚ୍ଚ ବୈଷୟିକ ଶ୍ରେଣୀଗୃହ ସ୍ଥାପନ କରାଯାଇଛି। ସ୍ମାର୍ଟ କ୍ଲାସରୁମ୍ ପ୍ରକଳ୍ପ ପାଇଁ 16,027 ବିଦ୍ୟାଳୟକୁ 3,74,274 ଡିଜିଟାଲ୍ ଉପକରଣ ବଣ୍ଟନ କରାଯାଇଥିଲା ।

ପ୍ରଥମ ପର୍ଯ୍ୟାୟରେ, ପ୍ରଥମ ରୁ ସପ୍ତମ ଶ୍ରେଣୀଗୁଡିକ ହାଇଟେକ୍ ଲ୍ୟାବ୍ । ଅଷ୍ଟମ ରୁ ଦ୍ବାଦଶ ଶ୍ରେଣୀ ପାଇଁ 45000 ହାଇ ଟେକ୍ ଶ୍ରେଣୀଗୃହ । KITE (କେରଳ ଭିତ୍ତିଭୂମି ଏବଂ ଶିକ୍ଷା ପାଇଁ ପ୍ରଯୁକ୍ତିବିଦ୍ୟା) ଙ୍କ ନେତୃତ୍ବରେ ଏହି ପ୍ରକଳ୍ପ KIIFB ଦ୍ବାରା ଆର୍ଥିକ ଅନୁଦାନ ପ୍ରାପ୍ତ ହୋଇଥିଲା।

KIIFB ପାଣ୍ଠି ବ୍ୟତୀତ ଜନ ପ୍ରତିନିଧୀଙ୍କ ସମ୍ପତ୍ତି ବିକାଶ ପାଣ୍ଠି ଏବଂ ସ୍ଥାନୀୟ ସରକାରୀ ପାଣ୍ଠି ମଧ୍ୟ ଏହି ପ୍ରକଳ୍ପ ପାଇଁ ବ୍ୟବହୃତ ହୋଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.