ETV Bharat / bharat

ମୁଁ ଆତଙ୍କୀ ନୁହେଁ, ଜଣେ କଠୋର ଦେଶଭକ୍ତ: ଅରବିନ୍ଦ କେଜ୍ରିୱାଲ - କଠୋର ଦେଶଭକ୍ତ କେଜ୍ରିୱାଲ

ଅମିତ ଶାହଙ୍କୁ ଟାର୍ଗେଟ କରି ଆତଙ୍କବାଦ ବୟାନକୁ ନେଇ କଡା ଜବାବ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । କିଛି ଲୋକ ମୋତେ ଆତଙ୍କବାଦୀ କହୁଛନ୍ତି । କିନ୍ତୁ ମୁଁ ଆତଙ୍କବାଦୀ ନୁହେଁ ଜଣେ ଏକନିଷ୍ଠ କଠୋର ଦେଶଭକ୍ତ । ଅଧିକ ପଢନ୍ତୁ...

CM kejriwal jansabha in babarpur for Delhi Assembly Elections 2020
CM kejriwal jansabha in babarpur for Delhi Assembly Elections 2020
author img

By

Published : Jan 31, 2020, 3:06 PM IST

ନୂଆଦିଲ୍ଲୀ: ପ୍ରଚାରରେ ପରପ୍ପରକୁ କଟୁ ମନ୍ତବ୍ୟ ଦେବା ରାଜନୀତିରେ ନୂଆ କଥା ନୁହେଁ । ଏବି ରାଜଧାନୀ ଦିଲ୍ଲୀ ପାଇଁ ଜୋରଦାର ପ୍ରଚାର, ରାଲି, ସାଧାରଣ ସଭା ଜାରି ରଖିଛନ୍ତି ରାଜନୈତିକ ଦଳ । ଏହା ଭିତରେ ଆପ୍‌ ଓ ବିଜେପି ମଧ୍ୟରେ ତୁ ତୁ ମେଁ ମେଁ ବଢିବାରେ ଲାଗିଛି । ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହଙ୍କ ମଧ୍ୟରେ ବାକ ଯୁଦ୍ଧ ସୀମା ଟପିବାରେ ଲାଗିଛି । ଅମିତ ଶାହଙ୍କୁ ଟାର୍ଗେଟ କରି ଆତଙ୍କବାଦ ବୟାନକୁ ନେଇ କଡା ଜବାବ ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ । କିଛି ଲୋକ ମୋତେ ଆତଙ୍କବାଦୀ କହୁଛନ୍ତି । କିନ୍ତୁ ମୁଁ ଆତଙ୍କବାଦୀ ନୁହେଁ ଜଣେ ଏକନିଷ୍ଠ ଦେଶଭକ୍ତ ।

ମୁଁ ଆତଙ୍କୀ ନୁହେଁ, ଜଣେ କଠୋର ଦେଶଭକ୍ତ: ସିଏମ କେଜ୍ରିୱାଲ

ସୂଚନା ଅନୁସାରେ କେଜ୍ରିୱାଲ ବାବରପୁର ବିଧାନସଭା କ୍ଷେତ୍ରରେ ଗୋପାଳ ରାୟଙ୍କୁ ସମର୍ଥନ ନେଇ ଆୟୋଜିତ ସାଧାରଣ ସଭାରେ ସମ୍ବୋଧିତ କରି ବିଜେପିକୁ କଡା ଜବାବ ଦେଇଛନ୍ତି । ସେ କହିଛନ୍ତି, ଏବେ ଦିଲ୍ଲୀରେ ଅନେକ କାର୍ଯ୍ୟ କରିବା ବାକି ଅଛି । ଆଗାମୀ 5 ବର୍ଷରେ ସମସ୍ତ କାର୍ଯ୍ୟ ସମ୍ପୂର୍ଣ୍ଣ ହେବ ।

ସୂଚନାଯୋଗ୍ୟ ଯେ, ନୂଆଦିଲ୍ଲୀରେ ଆୟୋଜିତ ଏକ ନିର୍ବାଚନ ସଭାରେ ବିଜେପି ସାଂସଦ ପ୍ରବେଶ ବର୍ମା ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲଙ୍କୁ ଆତଙ୍କବାଦୀ ବୋଲି ସମ୍ବୋଧନ କରିଥିଲେ।

Intro:दिल्ली के मुख्यमंत्री अरविंद केजरीवाल ने गृहमंत्री अमित शाह पर निशाना साधते हुए कहा कि जो लोग मुझे आतंकवादी कह रहे हैं उन्हें बता दूं कि मैं एक कट्टर देशभक्त हूं केजरीवाल विधानसभा चुनाव के दौरान बाबरपुर विधानसभा में गोपाल राय के समर्थन में आयोजित एक जनसभा को संबोधित कर रहे थे उन्होंने साफ़ कहा वह सिर्फ काम की बात करते हैं,अभी दिल्ली में बहुत काम बाकी हैं,जिन्हें आने वाले पांच सालों में प्राथमिकता से पूरा किया जाएगा.

Body:मुख्यमंत्री अरविंद केजरीवाल ने बाबर विधानसभा में चुनावी जनसभा को संबोधित किया मंच पर बाबरपुर के प्रत्याशी गोपाल राय,पंजाब की विधायिका बलजिंदर कौर और सीलमपुर के पूर्व विधायक हाजी इशराक खान मौजूद थे सभा स्थल समर्थकों और आम लोगों से पूरी तरह से खचाखच भरा हुआ था. कार्यक्रम की शुरुआत संस्कृति कार्यक्रम से हुई उसके बाद बलजिंदर कौर ने अपनी बात रखी उन्होंने कहा कि कभी विकास के मामले में पंजाब दिल्ली से आगे हुआ करता था, लेकिन आज दिल्ली पंजाब से बहुत आ गया जिसका श्रेय दिल्ली की अरविंद केजरीवाल सरकार को जाता है.
जनसभा को संबोधित करते हुए गोपाल राय ने बताया कि दिल्ली में शिक्षकों को बेहतर बनाने का नाम अरविंद केजरीवाल है, स्वास्थ्य को ठीक करने का नाम केजरीवाल है, श्रवण कुमार बनकर बुजुर्गों को तीर्थ यात्रा कराने का नाम अरविंद केजरीवाल है, बिजली, पानी, सड़क और महिला सुरक्षा को बेहतर करने का नाम अरविंद केजरीवाल है, दिल्ली में मोहब्बत का नाम अरविंद केजरीवाल है.
उन्होंने कहा कि आप हमारी पार्टी को बुरा कहो चलेगा,सरकार को बुरा कहते हो चलेगा, लेकिन आपने केजरीवाल के लिए जिस भाषा का इस्तेमाल किया है वह ठीक नहीं है. उन्होंने कहा अगर केजरीवाल उग्रवादी है आतंकवादी है तो दिल्ली का बच्चा बच्चा आतंकवादी है,दिल्ली की जनता आने वाली 8 तारीख को इसका जवाब दे देगी,जिस तरह कांग्रेस को नीचे लाई थी उसी तरह से भाजपा को भी जीरो पर ले आएगी.
मुख्यमंत्री अरविंद केजरीवाल ने बात रखते हुए कहा कि दिल्ली में अभी बहुत काम करने बाकी है. उन्होंने दिल्ली की सफाई,यमुना की स्वच्छता और प्रदूषण को खत्म करने जैसे कामों को अपनी प्राथमिकता मैं शामिल बताया. गृहमंत्री अमित शाह पर निशाना साधते हुए अरविंद केजरीवाल ने कहा कि जो लोग मुझे आतंकवादी कह रहे हैं उन्हें बता दूं कि मैं कट्टर देशभक्त हूं.

Conclusion:जनसभा के अंत में गोपाल राय ने धन्यवाद ज्ञापन दिया, जनसभा के दौरान बीच बीच में पार्टी के गीत लगे रहो, लगे रहो, लगे रहो केजरीवाल के चलते ही वहां मौजूद हजारों की संख्या में मौजूद कार्यकर्ता और आम आदमी नारे लगाते हुए थिरकने की मजबूर हो जाते थे.

बाईट 1
गोपाल राय
प्रत्याशी एवं संयोजक,आप

बाईट 2
प्रो.बलजिंदर कौर
आप एमएलए,पंजाब
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.